ଲୂକଲିଖିତ ସୁସମାଚାର 23:21 · ଓଡ଼ିଆ ବାଇବେଲ
କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, ତାହାଙ୍କୁ ମାରିଦିଅ। ତାହାଙ୍କୁ କୃଶ ରେ ଚଢାଇ ମାରିଦିଅ।
Cross references
ମାଥିଉଲିଖିତ ସୁସମାଚାର 27:22
ତା'ପରେ ପୀଲାତ ସମାନଙ୍କେୁ ପଚ଼ାରିଲେ, ତବେେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାୟାଏ ତାହାଙ୍କ ପ୍ରତି ମୁଁ କ'ଣ କରିବି?
ମାର୍କଲିଖିତ ସୁସମାଚାର 15:13
ଲୋକମାନେ ପାଟି କରି କହିଲେ, ତାହାଙ୍କୁ କୃଶ ରେ ଚଢାଅ।
ଲୂକଲିଖିତ ସୁସମାଚାର 23:23
କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସମାନେେ ଦାବି କଲେ ଯେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦିଅ। ସମାନଙ୍କେର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ,
ଯୋହନଲିଖିତ ସୁସମାଚାର 19:15
ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।