Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 25:2 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 25:2 · ଓଡ଼ିଆ ବାଇବେଲ

ସଠାେରେ ମୁଖ୍ଯ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଆଗତ କଲେ।

Cross references

ଆୟୁବ ପୁସ୍ତକ 31:31

ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦଇେ ଆସିଛି ତାହା ମାେ ଗୃହର ସମସ୍ତ ଲୋକ ଜାଣନ୍ତି।

ହିତୋପଦେଶ 4:16

ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:1

ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:15

ମୁଁ ୟିରୂଶାଲମ ରେ ରହିବା ସମୟରେ ମୁଖ୍ଯ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମାେ ନିକଟରେ ତା ବିରୁଦ୍ଧ ରେ ଅଭିଯୋଗ କରିଥିଲେ। ସମାନେେ ତାର ମୃତ୍ଯୁ ଦଣ୍ଡ ଚ଼ାହୁଁଥିଲେ।

ରୋମୀୟଙ୍କ ପ୍ରତି ପତ୍ର 3:12

ସମସ୍ତେ ସତ୍ଯ ମାର୍ଗ ଭୁଲି ଯାଇଛନ୍ତି ଓ ସମସ୍ତେ ମୂଲ୍ଯହୀନ ହାଇେ ଯାଇଛନ୍ତି। ସଠାେରେ କହେି ନାହିଁ ୟିଏ ଭଲ କରେ। ଏପରିକି ଜଣେ ମଧ୍ଯ ନୁହେଁ। ଗୀତସଂହିତା 14:1-3

Interlinear

Choose Theme