Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 23:35 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 23:35 · ଓଡ଼ିଆ ବାଇବେଲ

ରାଜ୍ଯପାଳ କହିଲେ, ତୁମ୍ଭର ଅଭିଯୋଗକାରୀମାନେ ଏଠା ରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟ ରେ ଶୁଣିବି। ସେ ପାଉଲଙ୍କୁ ହରେୋଦଙ୍କର ପ୍ରାସାଦ ରେ ରଖିବା ପାଇଁ ଆଦେଶ ଦେଲେ।

Cross references

ମାଥିଉଲିଖିତ ସୁସମାଚାର 2:1

ହରେୋଦ ଙ୍କ ରାଜତ୍ବକାଳ ରେ ୟିହୂଦା ରାଜ୍ଯର ବେଥ୍ଲହେିମ ନଗର ରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହବୋ ପରେ ପୂର୍ବ ଦେଶର କେତକେ ପଣ୍ଡିତ ୟିରୁଶାଲମକୁ ଆସିଲେ.

ମାଥିଉଲିଖିତ ସୁସମାଚାର 2:3

ରାଜା ହରେୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ। ସେଥିପାଇଁ ସେ ଉଦ୍ ବିଗ୍ନ ହେଲେ। ୟିରୂଶାଲମର ସବୁ ଲୋକେ ମଧ୍ଯ ଚିନ୍ତିତ ହାଇେ ପଡିଲେ।

ମାଥିଉଲିଖିତ ସୁସମାଚାର 2:16

ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 27:27

ତା'ପରେ ପୀଲାତଙ୍କ ସୈନ୍ଯମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନଇଗେଲେ। ସବୁ ସୈନ୍ଯତକ ଯୀଶୁଙ୍କ ଚାରିପଟେ ଜମା ହାଇଗେଲେ।

ଯୋହନଲିଖିତ ସୁସମାଚାର 18:28

ତା'ପରେ ସମାନେେ ଯୀଶୁଙ୍କୁ କଯାଫାଙ୍କ ଘରୁ ରୋମୀୟ ରାଜ୍ଯପାଳଙ୍କ ପ୍ରାସାଦକୁ ନଇଗେଲେ। ସେତବେେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସମାନେେ ନିଜକୁ ଅପବିତ୍ର କରିବା ପାଇଁ ଚାହୁଁ ନଥିଲେ, କାରଣ ସମାନେେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:30

ହଠାତ୍ ମୁଁ ତାକୁ ହତ୍ଯା କରିବାକୁ ଷଡ଼ୟନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସମାନେେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:1

ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:10

ରାଜ୍ଯପାଳ ଯେତବେେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତବେେଳେ ପାଉଲ ଉତ୍ତର ଦଇେ କହିଲେ, ମୁଁ ଜାଣେ ଯେ ଆପଣ ଅନକେ ବର୍ଷ ଧରି ଏ ଜାତିର ବିଚ଼ାରକର୍ତ୍ତା ଭାବରେ କାର୍ୟ୍ଯ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖ ରେ ମୁଁ ଆନନ୍ଦ ରେ ମାରେ ପକ୍ଷସମର୍ଥନ କରୁଅଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:19

ସେ ସମୟରେ ଏସିଆର କେତକେ ଯିହୂଦୀ ସଠାେରେ ଥିଲେ। ଯଦି ସମାନଙ୍କେର ମାେ ବିରୁଦ୍ଧ ରେ କିଛି ଆପତ୍ତି ଥାଏ ତବେେ ସମାନେେ ଆପଣଙ୍କ ନିକଟରେ ଉପସ୍ଥିତ ହବୋ ଉଚ଼ିତ୍,

ରେରିତମାନଙ୍କ କାର୍ଯ୍ୟର ବିବରଣ 24:22

ଫଲେୀକ୍ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟ ରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, ସନୋଧ୍ଯକ୍ଷ ଲୂସିଯା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଚ଼ାର କରିବି।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:24

କିଛି ଦିନ ପରେ ଫଲେୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନଇେ ଆସିଲେ। ସେ ଯିହୂଦୀ ଥିଲେ। ଫଲେୀକ୍ସ୍ ପାଉଲଙ୍କୁ ଡ଼କାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ବିଷୟ ରେ ଶୁଣିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:16

ମୁଁ ସମାନଙ୍କେୁ ଉତ୍ତର ଦଲେି, 'ଯେତବେେଳେ କୌଣସି ବ୍ଯକ୍ତି କୌଣସି ଦୋଷ ପାଇଁ ଅଭିୟୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହବୋ ପର୍ୟ୍ଯନ୍ତ ଓ ନିଜ ବିରୁଦ୍ଧ ରେ ଆଗତ ଅଭିଯୋଗର ଉତ୍ତର ନଦବୋ ପର୍ୟ୍ଯନ୍ତ ରୋମୀୟମାନେ ସହେି ଲୋକକୁ ଅନ୍ୟ କାହାକୁ ବିଚ଼ାର ପାଇଁ ଦିଅନ୍ତି ନାହିଁ।'

Interlinear

Choose Theme