Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 24:7 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 24:7 · ଓଡ଼ିଆ ବାଇବେଲ

କିନ୍ତୁ ସତେିକି ବେଳେ ଆମ୍ଭେ ତାହାକୁ ଧରିନଲେୁ।

Cross references

ହିତୋପଦେଶ 4:16

ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:31

ଲୋକମାନେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚେ଼ଷ୍ଟା କରୁଥିବା ସମୟରେ ରୋମୀୟ ସନୋପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ୟିରୂଶାଲମ ରେ ଉତ୍ତଜେନା ଖଳେି ଯାଇଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:35

ଲୋକମାନେ ଅତ୍ଯନ୍ତ ହିଂସ୍ରକ ହାଇେ ଉଠିବାରୁ ପାହାଚ଼ ନିକଟରେ ସୈନିକମାନେ ପାଉଲଙ୍କୁ ଟକେି ନଇଗେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:10

ଧୀ ରଧେୀ ରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହାଇେଉଠିଲା। ସନୋଧ୍ଯକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସମାନଙ୍କେ ନିକଟରୁ ନଇେଆସି ସୈନ୍ଯ ନିବାସ ଭିତରୁ ନଇେ ୟିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:23

ସନୋଧ୍ଯକ୍ଷ ଦୁଇ ଜଣ ସନୋପତିଙ୍କୁ ଡ଼ାକି କହିଲେ, ଆଜି ରାତି ନ'ଟା ବେଳେ କାଇସରୀଆକୁ ୟିବା ପାଇଁ 200 ପଦାତିକ ସୈନ୍ଯ, 70 ଜଣ ଅଶ୍ବାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।

Interlinear

Choose Theme