Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 21:5 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 21:5 · ଓଡ଼ିଆ ବାଇବେଲ

ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।

Cross references

ଦିତୀୟ ବିବରଣ 29:11

ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ଯ ଏହିଠା ରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦଇେଛନ୍ତି ଏବଂ ପାଣି ଯୋଗଇଛନ୍ତି।

ଯିହୋଶୂୟ 8:35

ଇଶ୍ରାୟେଲର ସମସ୍ତ ଲୋକମାନେ ସଠାେରେ ଉପସ୍ଥିତ ଥିଲେ। ସଠାେରେ ମଧ୍ଯ ସମସ୍ତ ସ୍ତ୍ରୀ ଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ସଠାେରେ ଉପସ୍ଥିତ ଥିଲେ। ବିଦେଶୀମାନେ ଇଶ୍ରାୟେଲଗଣଙ୍କ ସହିତ ବାସ କରୁଥିଲେ। ଏବଂ ସଠାେରେ ଯିହାଶୂେୟ ସମସ୍ତ ନିଯମ ପାଠ କରିଥିଲେ, ଯାହାକି ମାଶାଙ୍କେ ଦ୍ବାରା ସ୍ଥାପିତ ହାଇେଥିଲା।

ଯିହୋଶୂୟ 24:15

ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!

ପ୍ରଥମ ରାଜାବଳୀ 8:54

ଏହି ପ୍ରାର୍ଥନା କଲା ବେଳେ ରାଜା ଶଲୋମନ ୟଜ୍ଞବଦେୀ ସମ୍ମୁଖ ରେ ଆଣ୍ଠୁମାଡି ଓ ସ୍ବର୍ଗଆଡେ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।

ଦିତୀୟ ବଂଶାବଳୀ 20:13

ଯିହୁଦାର ସମସ୍ତ ଲୋକ ସମାନଙ୍କେ ଶିଶୁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ନଇେ ସମ୍ମୁଖ ରେ ଠିଆ ହାଇେଥିଲେ।

ନିହିମିୟା 12:43

ପୁଣି ସହେି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ବର ସମାନଙ୍କେୁ ମହା ଆନନ୍ଦ ରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ଯ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ୟିରୁଶାଲମର ଆନନ୍ଦ ଧ୍ବନି ଅନକେ ଦୂର ପର୍ୟ୍ଯନ୍ତ ଶୁଣାଗଲା।

ଗୀତସଂହିତା 95:6

ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।

ମାଥିଉଲିଖିତ ସୁସମାଚାର 14:21

ସଠାେରେ ପ୍ରାୟ କବଳେ ପାଞ୍ଚ ହଜାର ପୁରୁଷ ଲୋକ ଖାଇଥିଲେ। ତା'ଛଡା ସ୍ତ୍ରୀ ଲୋକ ଓ ପିଲାମାନେ ମଧ୍ଯ ଖାଇଥିଲେ।

ମାର୍କଲିଖିତ ସୁସମାଚାର 1:40

ଗୋଟିଏ କୁଷ୍ଠ ରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ପ୍ରାର୍ଥନା କଲା, ତୁମ୍ଭେ ଇଚ୍ଛା କଲେ ମାେତେ ଭଲ କରି ଦଇେ ପାରିବ। ସହେି ଶକ୍ତି ତୁମ୍ଭର ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:40

ପିତର କଠାେରୀ ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା'ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, ଟାବୀଥା, ଉଠ। ସେ ଆଖି ଖାଲିେଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:3

ଖ୍ରୀଷ୍ଟୀୟ ମଣ୍ଡଳୀ ଦ୍ବାରା ସମାନଙ୍କେୁ ପଠାଗଲା। ସମାନେେ ଫୈନୀକିଆ ଓ ଶମିରୋଣ ଦଇଗେଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ବରଙ୍କ ପ୍ରତି ମନ ଫରୋଇଛନ୍ତି, ଏହା ସମାନେେ ସଠାେରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସି ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:10

ପାଉଲ ଓ ଶୀଲାଙ୍କୁ ଭାଇମାନେ ସହେି ରାତି ରେ ସାଙ୍ଗେ ସାଙ୍ଗେ ବରଯୋ ନଗରକୁ ପଠାଇ ଦେଲେ। ସମାନେେ ସଠାେରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:36

ଏକଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:38

ସମାନେେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସମାନଙ୍କେୁ ବହୁତ ଦୁଃଖ ଦଇେଥିଲା ା ସମାନେେ ସମସ୍ତେ ତାହାଙ୍କୁ ଜାହାଜ ପର୍ୟ୍ଯନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।

Interlinear

Choose Theme