ଇଶ୍ରାୟେଲର ସମସ୍ତ ଲୋକମାନେ ସଠାେରେ ଉପସ୍ଥିତ ଥିଲେ। ସଠାେରେ ମଧ୍ଯ ସମସ୍ତ ସ୍ତ୍ରୀ ଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ସଠାେରେ ଉପସ୍ଥିତ ଥିଲେ। ବିଦେଶୀମାନେ ଇଶ୍ରାୟେଲଗଣଙ୍କ ସହିତ ବାସ କରୁଥିଲେ। ଏବଂ ସଠାେରେ ଯିହାଶୂେୟ ସମସ୍ତ ନିଯମ ପାଠ କରିଥିଲେ, ଯାହାକି ମାଶାଙ୍କେ ଦ୍ବାରା ସ୍ଥାପିତ ହାଇେଥିଲା।
Cross references
ସମାନେେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମଷେ, ଛଳେି ଓ ଗୋରୁଗାଈ ସହିତ ଅନକେ ପଶୁ ସମାନଙ୍କେ ସହିତ ଥିଲେ।
ମୁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭମାନେେ ସହେି ବାକ୍ଯ ରେ ଆଉ କିଛି ମିଶାଅ ନାହିଁ। କିଅବା ତା'ଠାରକ୍ସ୍ଟ କିଛି ଉଣାକରି ପାଳନ କର ନାହିଁ। ସପୂର୍ଣ ଭାବେ ସହେି ବାକ୍ଯମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ମାନ।
ସେଥିପାଇଁ ତୁମ୍ଭମାନେେ ସମସ୍ତ ନିର୍ଦ୍ଧେଶ ଚକ୍ସ୍ଟକ୍ତି ଅନକ୍ସ୍ଟସା ରେ ମାନିବା ଉଚିତ୍, ତବେେ ତୁମ୍ଭମାନେେ ଯେଉଁସବୁ କର୍ମ କରିବ ସେଥି ରେ ତୁମ୍ଭମାନେେ ସମସ୍ତ କକ୍ସ୍ଟଶଳତା ପାଇବ।
ଆଜି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବଙ୍କର ସମ୍ମକ୍ସ୍ଟଖ ରେ ଛିଡା ହାଇେଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ଯକ୍ଷଗଣ ଓ ଇଶ୍ରାୟେଲର ସମସ୍ତ ପୁରୁଷ ଏହିଠା ରେ ଉପସ୍ଥିତ ଅଛନ୍ତି।
ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ଯ ଏହିଠା ରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦଇେଛନ୍ତି ଏବଂ ପାଣି ଯୋଗଇଛନ୍ତି।
ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, େଛାଟପିଲା ଏବଂ ବିଦେଶୀଯମାନେ ଯେଉଁମାନେ ତକ୍ସ୍ଟମ୍ଭ ନଗର ରେ ବାସ କରୁଛନ୍ତି। ସମାନେେ ମଧ୍ଯ ଏହି ବ୍ଯବସ୍ଥା ଶକ୍ସ୍ଟଣିବେ। ସମାନେେ ମଧ୍ଯ ତୁମ୍ଭର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହାପରେ ସମାନେେ ବ୍ଯବସ୍ଥା ଅନକ୍ସ୍ଟସା ରେ କର୍ମ କରିପାରିବେ।
ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।
ସପ୍ତମ ମାସର ପ୍ରଥମ ଦିନ ରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖ ରେ ବ୍ଯବସ୍ଥାପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ।
ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।
ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସମାନଙ୍କେୁ ଆମ୍ଭର ଆଜ୍ଞାନୁସା ରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।
ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।
ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।
କାରଣ ମୁଁ ତୁମ୍ଭମାନଙ୍କୁ ଆଗ ରେ ପରମେଶ୍ବରଙ୍କର ସମସ୍ତ ଇଚ୍ଛା ବିନା ସଙ୍କୋଚ ରେ ଜଣାଇ ସାରିଛି।
ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।