Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 21:6 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 21:6 · ଓଡ଼ିଆ ବାଇବେଲ

ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନଇେ ଜାହାଜ ରେ ଚ଼ଢ଼ିଲୁ। ଶିଷ୍ଯମାନେ ନିଜ ନିଜ ଘରକୁ ଫରେିଗଲେ।

Cross references

ଯୋହନଲିଖିତ ସୁସମାଚାର 1:11

ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ,

ଯୋହନଲିଖିତ ସୁସମାଚାର 7:53

ତା'ପରେ ସେ ସ୍ଥାନ ଛାଡି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।

ଯୋହନଲିଖିତ ସୁସମାଚାର 16:32

ଶୁଣ! ସମୟ ଆସୁଛି ଯେତବେେଳେ ତୁମ୍ଭେ ଛିନ୍ନଭିନ୍ନ ହଇୟିବେ। ତୁମ୍ଭମାନଙ୍କୁ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହାଇେ ଚାଲିୟିବ। ସହେି ସମୟ ଆସି ପହଞ୍ଚିଛି। ତୁମ୍ଭେ ମାେତେ ଏକାକୀ ଛାଡି ଦବେ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମାେ ସହିତ ଅଛନ୍ତି।

ଯୋହନଲିଖିତ ସୁସମାଚାର 19:27

ତାପରେ ଯୀଶୁ ତାହାଙ୍କର ସହେି ଶିଷ୍ଯଙ୍କୁ କହିଲେ, ଦେଖ, ଏଠା ରେ ତୁମ୍ଭର ମାଆ। ତେଣୁ ଏହି ଶିଷ୍ଯ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନଇଗେଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:13

ସଠାେରେ ମାେ ଭାଇ ତିତସକୁ ନ ପାଇ ମୁଁ ମାେ ମନ ରେ ଶାନ୍ତି ହରାଇଲି। ସେଥିପାଇଁ ସମାନଙ୍କେଠାରୁ ବିଦାୟ ନଇେ ମୁଁ ମାକିଦନିଆକୁ ଗଲି।

Interlinear

Choose Theme