ଏହି ପ୍ରାର୍ଥନା କଲା ବେଳେ ରାଜା ଶଲୋମନ ୟଜ୍ଞବଦେୀ ସମ୍ମୁଖ ରେ ଆଣ୍ଠୁମାଡି ଓ ସ୍ବର୍ଗଆଡେ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।
Cross references
ତା'ପରେ ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀ ସମ୍ମୁଖ ରେ ଛିଡା ହେଲେ ଓ ଇଶ୍ରାୟେଲର ସମଗ୍ର ସମାଜ ତାଙ୍କ ସମ୍ମୁଖ ରେ ଛିଡା ହେଲେ। ସେ ସ୍ବର୍ଗଆଡେ ଆପଣା ହସ୍ତ ବିସ୍ତାର କଲେ।
ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଠିଆ ହେଲେ। ସେ ଏକତ୍ରୀତ ସମଗ୍ର ଇଶ୍ରାୟେଲର ଲୋକମାନଙ୍କର ସମ୍ମୁଖ ରେ ଠିଆ ହେଲେ। ଏହାପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ।
ଶଲୋମନ ପ୍ରାର୍ଥନା କରିସାରିବା ପରେ ଆକାଶରୁ ଅଗ୍ନି ଆସି ହାମବେଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ଥରେ ଯୀଶୁ ଗୋଟିଏ ସ୍ଥାନ ରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲେ, ପ୍ରାର୍ଥନା କିପରି କରିବାକୁ ହବେ ତାହା ଯୋହନ ତାହାଙ୍କ ଶିଷ୍ଯମାନଙ୍କୁ ଶିଖାଇ ଦଇେଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ଯ ଆମ୍ଭମାନଙ୍କୁ ବତଇେ ଦିଅନ୍ତୁ।
ତା'ପରେ ଯୀଶୁ ସମାନଙ୍କେଠାରୁ ପ୍ରାୟ ପଚାଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡି ବସି ପଡି ପାର୍ଥନା କଲେ,
ଯୀଶୁ ପ୍ରାର୍ଥନା କରିସାରି ଶିଷ୍ଯମାନଙ୍କ ପାଖକୁ ଫରେିଗଲେ। ସମାନେେ ସମସ୍ତେ ଶାଇେ ପଡିଥିଲେ, ସମାନଙ୍କେ ଦୁଃଖ ସମାନଙ୍କେୁ ବହୁତ କ୍ଲାନ୍ତ କରି ପକାଇଥିଲା।
ଏକଥା କହିବାପରେ ପାଉଲ ଆଣ୍ଠୁମାଡ଼ି ବସିଲେ ଓ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।