Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 14:20 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 14:20 · ଓଡ଼ିଆ ବାଇବେଲ

କିନ୍ତୁ ଶିଷ୍ଯମାନେ ପାଉଲଙ୍କ ଚ଼ାରିପାଖେ ଘରେି ୟିବାରୁ ସେ ଉଠି ପଡ଼ି ନଗରକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀ ନଗରକୁ ଚ଼ାଲିଗଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 11:26

ଯେତବେେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନଇେ ଆସିଲେ। ଶାଉଲ ଓ ବର୍ଣ୍ଣବ୍ବା ସଠାେରେ ବର୍ଷେ ପର୍ୟ୍ଯନ୍ତ ରହିଲେ ଓ ଯେତେଥର ବିଶ୍ବାସୀମାନଙ୍କ ଦଳ ସମାନଙ୍କେ ନିକଟକୁ ଆସିଲେ, ସମାନେେ ସମାନଙ୍କେୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆ ରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମ ରେ ଖ୍ରୀଷ୍ଟିଆନ ନାମ ରେ ନାମିତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:17

ପିତର ସମାନଙ୍କେୁ ହାତ ରେ ଠାରି ଚୁପ୍ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସମାନଙ୍କେୁ ବୁଝାଇ କହିଲେ। ସେ ଏ ବିଷୟ ରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣଇବୋ ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:6

ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାଅନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଚ଼ାରିପାଖ ଅଞ୍ଚଳକୁ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:22

ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:28

ସମାନେେ ସଠାେରେ ଖ୍ରୀଷ୍ଟଙ୍କ ଶିଷ୍ଯମାନଙ୍କ ସହିତ ଅନକେ ଦିନ ପର୍ୟ୍ଯନ୍ତ ରହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:1

ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସଠାେରେ ତୀମଥି ନାମକ ଜଣେ ଶିଷ୍ଯ ଥିଲେ। ସେ ଜଣେ ବିଶ୍ବାସୀନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:40

ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିଯାର ଘରକୁ ଆସିଲେ। ସଠାେରେ ଭାଇମାନଙ୍କୁ ଦେଖି ସମାନେେ ସମାନଙ୍କେୁ ଉତ୍ସାହର ବାଣୀ ଶୁଣାଇଲେ। ତା'ପରେ ସମାନେେ ସେ ସ୍ଥାନରୁ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:1

ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:9

ଇଉତୁଖ ନାମକ ଜଣେ ୟୁବକ ଝରକା କଡ଼ ରେ ବସି ଖୁବ୍ ନିଦ ରେ ଶାଇେ ପଡ଼ିଥିଲା। ପାଉଲ କହି ଚ଼ାଲିଥିଲା ବେଳେ ସେ ନିଘୋଡ଼ ନିଦ ରେ ଶାଇେପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତବେେଳେ ସମାନେେ ତାହାକୁ ଉଠାଇଲେ, ସେ ମରିସାରିଥିଲା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:9

ଆମ୍ଭେ ଅନୁଭବ କରୁଥିଲୁ ଯେ, ଆମ୍ଭେ ମରିୟିବୁ। ଏପରି ଘଟିବାର କାରଣ ହେଲା ଯେ, ଆମ୍ଭେ ନିଜ ଉପରେ ଭରସା ନ ରଖି ମାତ୍ର ଯେ ଲୋକମାନଙ୍କୁ ମୃତ୍ଯୁରୁ ଉଥିତ କରନ୍ତି ସହେି ପରମେଶ୍ବରଙ୍କ ଉପରେ ବିଶ୍ବାସ ରଖିବା ଉଚିତ୍।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:9

ଆମ୍ଭେ ଜନପ୍ରିୟ ହାଇେ ଥିଲେ ମଧ୍ଯ କେତକଙ୍କେ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ଯ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:7

ସମାନଙ୍କେର ସାକ୍ଷ୍ଯ ଦବୋ ସମୟ ସରିୟିବା ପରେ ସହେି ପଶୁ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବ। ସେ ସମାନଙ୍କେୁ ପରାସ୍ତ କରି ହତ୍ଯା କରିବ।

Interlinear

Choose Theme