Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 16:4 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 16:4 · ଓଡ଼ିଆ ବାଇବେଲ

ସମାନେେ ନଗରରୁ ନଗର ଭ୍ରମଣ କଲା ବେଳେ ୟିରୂଶାଲମ ରେ ଥିବା ପ୍ ରରେିତ ଓ ପ୍ରାଚ଼ୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟ ରେ ବିଶ୍ବାସୀମାନଙ୍କୁ କହୁଥିଲେ ଓ ସହେି ଉପଦେଶଗୁଡ଼ିକୁ ପାଳନ କରିବାକୁ ସମାନଙ୍କେୁ ପ୍ରବର୍ତ୍ତାଉଥିଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 11:30

ସମାନେେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣବ୍ବାଙ୍କୁ ଦେଲେ। ଶାଉଲ ଓ ପର୍ଣ୍ଣବ୍ବା ତାହା ଆଣି ୟିହୂଦାର ପ୍ରାଚୀନ ବ୍ଯକ୍ତିମାନଙ୍କୁ ହାତ ରେ ଅର୍ପଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:2

ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ସହିତ ରାଜି ନହାଇେ ବହୁତ ୟୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଚ଼ାର ଆଲୋଚ଼ନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତକଙ୍କେୁ ୟିରୂଶାଲମ ରେ ପ୍ ରରେିତ ଓ ପ୍ରାଚ଼ୀନମାନଙ୍କ ପାଖକୁ ୟିବାପାଇଁ ନିୟୁକ୍ତି ଦିଆଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:6

ପ୍ ରରେିତ ଓ ପ୍ରାଚ଼ୀନମାନେ ଏ ସମସ୍ଯା ଉପରେ ବିଚ଼ାର କରିବା ପାଇଁ ଏକତ୍ରୀତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:28

ପବିତ୍ର ଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚ଼ିତ ମନେ ହେଲା ଯେ, ତୁମ୍ଭମାନେେ ଏହି କତେୋଟି ବିଷୟ ଛଡ଼ା ଆଉ ଅଧିକ ବୋଝ ରେ ଭାରାକ୍ରାନ୍ତ ହବୋ ଠିକ୍ ନୁହେଁ। ତେଣୁ ଏହି କତେୋଟି ଆବଶ୍ଯକୀୟ ବିଷୟଗୁଡ଼ିକ ତୁମ୍ଭମାନେ କରିବ:

Interlinear

Choose Theme