Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:17 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:17 · ଓଡ଼ିଆ ବାଇବେଲ

ଆମ୍ଭର ଅନୁ ରୋଧକୁ ତିତସ ଗ୍ରହଣ କରିଛନ୍ତି। ସେ ମଧ୍ଯ ତୁମ୍ଭମାନଙ୍କ ପାଖକୁ ୟିବାକୁ ବ୍ଯଗ୍ର ଥିଲେ, ଓ ସ୍ବଇଚ୍ଛା ରେ ତୁମ୍ଭମାନଙ୍କ ପାଖକୁ ୟିବା ନିମନ୍ତେ ଏଠାରୁ ଯାଉଛନ୍ତି।

Cross references

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:6

ପରମେଶ୍ବର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ୟ୍ଯକୁ ଯେପରି ଆରମ୍ଭ କରିଥିଲେ, ସହେିପରି ଏହି ବିଶଷେ ଅନୁଗ୍ରହର କାର୍ୟ୍ଯକୁ ସମାପ୍ତ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ ମଧ୍ଯ କରନ୍ତୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:8

ମୁଁ ତୁମ୍ଭମାନଙ୍କୁ ଦାନ ଦବୋପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତ ରେ ତୁମ୍ଭମାନଙ୍କ ପ୍ ରମେ ସତ୍ଯ ଅଟେ। ଅନ୍ୟ ଲୋକମାନେ ସାହାୟ୍ଯ କରିବା ପାଇଁ ଦଖାେଉଥିବା ଉତ୍ସାହ ବିଷୟ ରେ କହି ଏହା ମୁଁ ଦଖାଇେ ଦବୋକୁ ଚା ହେଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:10

ଏହି ବିଷୟ ରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ ରେଷ୍ଠ। ଗତ ବର୍ଷ ତୁମ୍ଭମାନେେ ପ୍ରଥମେ ଦାନ ଦବୋପାଇଁ ଇଚ୍ଛା କରିଥିଲ ଓ ପ୍ରକୃତ ରେ ପ୍ରଥମେ ଦାନ ମଧ୍ଯ ଦଇେଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭମାନେେ ଆରମ୍ଭ କରିଥିଲ ତାହାକୁ ଶଷେ କର।

ଏବ୍ରୀ 13:22

ମାେ ଭାଇ ଓ ଭଉଣୀମାନେ !ମୁଁ କହିଥିବା କଥାଗୁଡ଼ିକୁ ର୍ଧୈୟ୍ଯପୂର୍ବକ ଶୁଣ ବୋଲି ମୁଁ ଅନୁ ରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।

Interlinear

Choose Theme