Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 1:3 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 1:3 · ଓଡ଼ିଆ ବାଇବେଲ

ଏହି ଘଟଣାଟି ଯୀଶୁଙ୍କର ମୃତ୍ଯୁ ପରେ ଘଟିଥିଲା। କିନ୍ତୁ ଅନକେ ଶକ୍ତିୟୁକ୍ତ କାର୍ୟ୍ଯ ଦ୍ବାରା ସେ ପ୍ରମାଣିତ କରି ଦେଖଇେ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ଯୁ ପରେ ପୁନର୍ଜୀବିତ ହାଇେ ଉଠିଥିବାର ଚାଳିଶ ଦିନ ପର୍ୟନ୍ତ ପ୍ ରରେିତମାନେ ଯୀଶୁଙ୍କୁ ଅନକେ ଥର ଦେଖିଲେ। ଯୀଶୁ ପରମେଶ୍ବରଙ୍କର ରାଜ୍ଯ ବିଷୟ ରେ ପ୍ ରରେିତମାନଙ୍କୁ କହିଲେ।

Cross references

ଦିତୀୟ ବିବରଣ 9:9

ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।

ଦିତୀୟ ବିବରଣ 9:18

ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

ପ୍ରଥମ ରାଜାବଳୀ 19:8

ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ।

ଦାନିଏଲ 2:44

ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।

ମାଥିଉଲିଖିତ ସୁସମାଚାର 3:2

ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।

ମାଥିଉଲିଖିତ ସୁସମାଚାର 4:2

ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।

ମାଥିଉଲିଖିତ ସୁସମାଚାର 21:43

ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନଙ୍କଠାରୁ ପରମେଶ୍ବରଙ୍କ ରାଜ୍ଯ ଛଡ଼ାଇ ନିଆୟିବ। ପରମେଶ୍ବର ତାହାଙ୍କ ରାଜ୍ଯ ରେ ଯାହା ହବୋପାଇଁ ଚ଼ାହାଁନ୍ତି, ଯେଉଁ ଲୋକମାନେ ତାହା କରନ୍ତି, ସମାନଙ୍କେୁ ପରମେଶ୍ବର ତାହାଙ୍କ ରାଜ୍ଯ ଦବେେ।

ମାଥିଉଲିଖିତ ସୁସମାଚାର 28:9

ହଠାତ୍ ସମାନେେ ଦେଖିଲେ, ଯୀଶୁ ତାହାଙ୍କ ଆଗ ରେ ଠିଆ ହାଇେଛନ୍ତି। ସେ କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ! ସ୍ତ୍ରୀଲୋକମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କ ପାଦ ଧରି ତାହାଙ୍କର ଉପାସନା କଲେ।

ମାଥିଉଲିଖିତ ସୁସମାଚାର 28:16

ଏଗାର ଜଣ ଶିଷ୍ଯ ଗାଲିଲୀକୁ ଗଲେ। ଯୀଶୁ ସମାନଙ୍କେୁ ଯେଉଁ ପାହାଡ଼ ଉପରକୁ ୟିବାକୁ କହିଥିଲେ, ସମାନେେ ସଠାେକୁ ଗଲେ।

ମାର୍କଲିଖିତ ସୁସମାଚାର 16:10

ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ଯମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତବେେଳକେୁ ଶିଷ୍ଯମାନେ ଶାେକରେ ବୁଡି ଯାଇଥିଲେ ଓ ବିଳାପ କରୁଥିଲେ।

ଲୂକଲିଖିତ ସୁସମାଚାର 17:20

କେତକେ ଫାରୂଶୀ ଯୀଶୁଙ୍କୁ ପଚାରିଲେ, ପରମେଶ୍ବରଙ୍କ ରାଜ୍ଯ କବେେ ଆସିବ?

ଲୂକଲିଖିତ ସୁସମାଚାର 24:1

ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସହେି ସ୍ତ୍ରୀ ଲୋକମାନେ ଯେଉଁଠା ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ଆସିଲେ। ସମାନେେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ଯ ସଙ୍ଗ ରେ ଆଣିଥିଲେ।

ଯୋହନଲିଖିତ ସୁସମାଚାର 20:1

ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।

ଯୋହନଲିଖିତ ସୁସମାଚାର 20:26

ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।

ଯୋହନଲିଖିତ ସୁସମାଚାର 21:1

ତା'ପରେ ଯୀଶୁ ନିଜକୁ ଶିଷ୍ଯମାନଙ୍କ ଆଗ ରେ ଦଖାଦେେଲେ। ସେ ତିବିରିଆ ହ୍ରଦ ଗାଲୀଲୀ କୂଳ ରେ ସମାନଙ୍କେୁ ଦଖାଦେଇେଥିଲେ। ସେ ଏହିପରି ଭାବରେ ଦର୍ଶନ ଦଇେଥିଲେ:

ଯୋହନଲିଖିତ ସୁସମାଚାର 21:14

ଯୀଶୁ ମୃତ୍ଯୁରୁ ବଞ୍ଚି ଉଠିବା ପରେ ଶିଷ୍ଯମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:31

ସେ ତାହାଙ୍କ ସହିତ ଗାଲିଲୀରୁ ୟିରୂଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ୟ୍ଯନ୍ତ ଦର୍ଶନ ଦେଲେ। ସମାନେେ ଲୋକମାନଙ୍କ ଆଗ ରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:31

ଯେତେ ଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ବାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧା ରେ ପୁଣି ଅତି ସାହାସର ସହିତ ପରମେଶ୍ବରଙ୍କ ରାଜ୍ଯ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚ଼ାର କଲେ। ପୁଣି ସହେି ଶିକ୍ଷା ଦବୋରୁ କହେି ହେଲେ ତାହାଙ୍କୁ ଅଟକାଇବା ପାଇଁ ଚେ଼ଷ୍ଟା କଲେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 14:17

ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:5

ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।

କଲସୀୟଙ୍କ ପ୍ରତି ପତ୍ର 1:13

ଅନ୍ଧକାରର ଶକ୍ତିରୁ ପରମେଶ୍ବର ଆମ୍ଭକୁ ସ୍ବାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ଯ ମଧ୍ଯକୁ ଆଣିଛନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:12

ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ବାସନା ଦଲେୁ ଏବଂ ପରମେଶ୍ବରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ବର ତୁମ୍ଭମାନଙ୍କୁ ନିଜ ରାଜ୍ଯ ଓ ମହିମା ପ୍ରାପ୍ତ କରିବା ପାଇଁ ଡ଼ାକୁଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 1:1

ଆମ୍ଭମାନେେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟ ରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା।

Interlinear

Choose Theme