ଦିନେ ଯେତବେେଳେ ଯୀଶୁ ସମାନଙ୍କେ ସାଙ୍ଗ ରେ ଭୋଜନ କରୁଥିଲେ ସେତବେେଳେ ସେ ପ୍ ରରେିତମାନଙ୍କୁ ୟିରୂଶାଲମ ନ ଛାଡ଼ିବାପାଇଁ କହିଲେ। ଯୀଶୁ କହିଲେ, ପରମେଶ୍ବର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦଇେଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟ ରେ ଆଗରୁ କହି ସାରିଛି। ତେଣୁ ସହେି ପ୍ରତିଜ୍ଞା ନ ପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ୟିରୂଶାଲମ ରେ ଅପେକ୍ଷା ରେ ରୁହ।
Cross references
ଯଦି ସହେି ମେଘ ପବିତ୍ର ତମ୍ବୁ ଉପରେ ଦୁଇଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ୟାତ୍ରା ବନ୍ଦ କରି ଛାଉଣୀ ରେ ରହିଲେ, ପୁଣି ମେଘ ଯେତବେେଳେ ଗତି କରୁଥିଲା, ସମାନେେ ୟାତ୍ରା କଲେ।
ମନରେଖ କହିବା ଲୋକ କବେେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।
ତୁମ୍ଭମାନେେ ଖରାପ ଲୋକ ହାଇେଥିଲେ ମଧ୍ଯ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭମାନେେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦବେେ।
କାରଣ ସହେି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦବେେ ତୁମ୍ଭମାନଙ୍କୁ କ'ଣ କହିବାକୁ ହବେ।।
ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
ଶୁଣ! ମାରେ ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ବର୍ଗରୁ ସହେି ଶକ୍ତି ନପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ନିଶ୍ଚୟ ୟିରୁଶାଲମ ରେ ରହିବ।
ଯୀଶୁ ପବିତ୍ର ଆତ୍ମାଙ୍କ ବିଷୟ ରେ କହୁଥିଲେ। ଯୀଶୁ ଏପର୍ୟ୍ଯନ୍ତ ମୃତ୍ଯୁ ଭୋଗ କରି ନଥିବାରୁ ଓ ସେ ମହିମାପ୍ରାପ୍ତ ହାଇେ ନଥିବାରୁ ଲୋକମାନଙ୍କୁ ଏପର୍ୟ୍ଯନ୍ତ ପବିତ୍ର ଆତ୍ମା ଦିଆଯାଇ ନଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ବାସ କରିବେ, ସମାନେେ ପବିତ୍ର ଆତ୍ମା ଲାଭ କରିବେ।
ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାୟ୍ଯକାରୀଙ୍କୁ ଦବେେ। ସେ ସହେି ସାହାୟ୍ଯକାରୀଙ୍କୁ ତୁମ୍ଭ ପାଖ ରେ ସର୍ବଦା ରହିବା ପାଇଁ ଦବେେ।
କିନ୍ତୁ ତୁମ୍ଭକୁ ସାହାର୍ୟ୍ଯକାରୀ ସବୁ ଶିକ୍ଷା ଦବେେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାୟ୍ଯ ମଧ୍ଯ କରିବେ। ଏହି ସାହାୟ୍ଯକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମାେ ନାମ ରେ ପଠାଇବେ।
ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। ସହେି ସାହାର୍ୟ୍ଯକାରୀ ସତ୍ଯମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତବେେଳେ ଆସିବେ, ସେ ମାେ ବିଷୟ ରେ ସାକ୍ଷ୍ଯ ଦବେେ।
କିନ୍ତୁ ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମାରେ ଚାଲିୟିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଚାଲିଗଲା ପରେ, ମୁଁ ତୁମ୍ଭପାଖକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତବେେ ସାହାୟ୍ଯକାରୀ ଆସିବେ ନାହିଁ।
ଯୀଶୁ ଏହି କଥା କହିବା ପରେ ଶିଷ୍ଯମାନଙ୍କ ଉପରେ ପ୍ରଶ୍ବାସ ଛାଡି ସେ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର।
ଯୀଶୁଙ୍କୁ ସ୍ବର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଇଶ୍ବରଙ୍କର ଡ଼ାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବୁତ୍ରଆତ୍ମା ଦଇେଛନ୍ତି। ଇଶ୍ବର ଏହି ପବିତ୍ରଆତ୍ମା ଦବୋ ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ର ଆତ୍ମାଙ୍କୁ ଢ଼ାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ଏହା ଦେଖୁଅଛ ଓ ଶୁଣୁଅଛ।
ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।