ଆମ୍ଭେ ଆପଣା ବଜ୍ରତକ୍ସ୍ଟଲ୍ଯ ଖଡ୍ଗ ରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷପେ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରକ୍ସ୍ଟଦ୍ଧ ରେ ପରିଶାଧେ ନବୋ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି ସମାନଙ୍କେର ଦୋଷ ଅନକ୍ସ୍ଟୟାଯୀ ଦଣ୍ତ ଦବୋ।
Cross references
କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।
ତକ୍ସ୍ଟମ୍ଭମାନେ ସମାନଙ୍କେର ପୂଜା କରିବ ନାହିଁ, କି ସମାନଙ୍କେର ସବୋ କରିବ ନାହିଁ। ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର ଅଟକ୍ସ୍ଟ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି, ଆମ୍ଭେ ସମାନଙ୍କେର ତୃତୀୟ ଓ ଚତକ୍ସ୍ଟର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।
କିନ୍ତୁ ଯେଉଁମାନେ ତାହାଙ୍କକ୍ସ୍ଟ ଘୃଣା କରନ୍ତି ସମାନଙ୍କେୁ ସଂହାର କରିବା ନିମନ୍ତେ ସେ ସମାନଙ୍କେ ସମ୍ମକ୍ସ୍ଟଖ ରେ ପରିଶାଧେ କରନ୍ତି। ଯେ ତାହାଙ୍କକ୍ସ୍ଟ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମକ୍ସ୍ଟଖ ରେ ପରିଶାଧେ କରିବେ।
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'
ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
ପରମେଶ୍ବର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ଥାଆନ୍ତି।
ପରମେଶ୍ବରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସମାନଙ୍କେର ଶତ୍ରୁମାନଙ୍କୁ ଦଣ୍ଡ ଦବେେ। ଏହା ପରମେଶ୍ବରଙ୍କର ସମସ୍ତ ବିଶସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲ ବଳଦାତା କୁହନ୍ତି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି।
ସଦେିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ବାରା ଦ୍ରୁତଗାମୀ ସର୍ପ ଲିବିଯାଥନକୁ ଓ ବକ୍ରଗାମୀ ସର୍ପ ଲିବିଯାଥନକୁ ଶାସ୍ତି ଦବେେ ଓ ସମୁଦ୍ରସ୍ଥ ଦୀର୍ଘକାଯ ଜନ୍ତୁକୁ ସଂହାର କରିବେ।
ସଦାପ୍ରଭୁ କୁହନ୍ତି, ଏହା ଘଟିବ ଯେତବେେଳେ ଆମ୍ଭର ଖଡ୍ଗ ପରିତୃପ୍ତ ରୂପେ ପାନ କରିଛି।'
ସେ ପାପ କର୍ମର ପରିମାଣ ଅନୁସାରେ ସମାନଙ୍କେ ପ୍ରତି ଭୟଙ୍କର ହିଂସ୍ର ହବେେ। ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦବେେ। ଆଉ ମଧ୍ଯ ଦ୍ବୀପ ସମୂହକୁ ପ୍ରତିଫଳ ଦାନ କରିବେ।
ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ବର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।
କାରଣ ସଦାପ୍ରଭୁ ଅଗ୍ନି ଓ ଖଡ୍ଗ ଦ୍ବାରା ମର୍ତ୍ତ୍ଯର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତବେେଳେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକ ଅନକେ ହବେେ।
ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦଇେଥିଲୁ, ସହେିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦବୋ।
ବାବିଲ ବିରୁଦ୍ଧ ରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁ ରେ ଗୁଣ ଦବୋକୁ ଏକତ୍ରୀତ କର। ତାହା ବିରୁଦ୍ଧ ରେ ଚାରିଆଡ଼େ ଏକତ୍ରୀତ ହୁଅ। ତାହା ବିରୁଦ୍ଧ ରେ ଚାରିଆଡ଼େ ଛାଉଣୀ ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସା ରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା' ପ୍ରତି ସହେିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଓ ଇଶ୍ରାୟେଲର ଧର୍ମସ୍ବରୂପ ବିରୁଦ୍ଧ ରେ ନିଷ୍ଠୁର ହାଇେଅଛ।