Home Bibles ଦିତୀୟ ଶାମୁୟେଲ 9:6 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 9:6 · ଓଡ଼ିଆ ବାଇବେଲ

ଯୋନାଥନର ପକ୍ସ୍ଟତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କକ୍ସ୍ଟ ଭୂମିଷ୍ଟ ପ୍ରଣାମ କଲା।

Cross references

ଆଦି ପୁସ୍ତକ 18:2

ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

ଆଦି ପୁସ୍ତକ 33:3

ସସମାନଙ୍କୁ ଆଗସର ଯାକୁବ ଗଲା,ସସସଯଲତଲବଲଳ ଭାଇର ନିକଟବର୍ତ୍ତୀସହଲା। ଭକ୍ତିସଦଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲା।

ପ୍ରଥମ ଶାମୁୟେଲ 20:41

ଯେତବେେଳେ ବାଳକଟି ପଳାଇଗଲା, ଦାଉଦ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ପର୍ବତର ଅପରପାଶର୍‌ବକକ୍ସ୍ଟ ପଳାଇଲା। ଦାଉଦ ମକ୍ସ୍ଟଣ୍ତ ନକ୍ସ୍ଟଆଇଁ ଯୋନାଥନକକ୍ସ୍ଟ ତିନିଥର ପ୍ରମାଣ କଲା। ଦାଉଦ ଓ ଯୋନାଥନ ପରସ୍ପରକକ୍ସ୍ଟ ଚକ୍ସ୍ଟମ୍ବନ କଲେ। ସମାନେେ ଉଭୟ ମଧ୍ଯ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରକ୍ସ୍ଟ ଅଧିକ କାନ୍ଦିଲେ।

ପ୍ରଥମ ଶାମୁୟେଲ 25:23

ଠିକ୍ ସହେି ସମୟରେ ଅବୀଗଲ୍ ପହଞ୍ଚିଗଲା, ଯେତବେେଳେ ଅବୀଗଲ ଦାଉଦଙ୍କକ୍ସ୍ଟ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରକ୍ସ୍ଟ ଓହ୍ଲାଇ ପଡି ନତମସ୍ତକ ହାଇେ ଦାଉଦ ସମ୍ମକ୍ସ୍ଟଖ ରେ ସମ୍ମାନ ଜଣାଇଲା।

ଦିତୀୟ ଶାମୁୟେଲ 1:7

ଶାଉଲ ପଛକକ୍ସ୍ଟ ଗ୍ଭହିଁ ମାେତେ ଦେଖିଲେ ଓ ଡାକିଲେ, ମୁ ମଧ୍ଯ ଉତ୍ତର ଦଲେି।

ଦିତୀୟ ଶାମୁୟେଲ 16:4

ତା'ପରେ ରାଜା ସୀବଃକକ୍ସ୍ଟ କହିଲେ, ସହେି କାରଣରକ୍ସ୍ଟ, ବର୍ତ୍ତମାନ ମୁ ତୁମ୍ଭକୁ ମଫୀବୋଶତର ସର୍ବସ୍ବ ଦେଉଛି।

ଦିତୀୟ ଶାମୁୟେଲ 19:24

ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲା। ରାଜା ୟିରକ୍ସ୍ଟଶାଲମ ଛାଡିବା ଦିନଠାରକ୍ସ୍ଟ ମଫୀବୋଶତ୍ ତା'ର ଦାଢି କାଟି ନ ଥିଲା। ନିଜର ପାଦସଧାଇ ନଥିଲା, ତା'ର ବସ୍ତ୍ର ମଧ୍ଯ ସଫା କରି ନ ଥିଲା।

ଦିତୀୟ ଶାମୁୟେଲ 19:25

ସଯଲତଲବଲଳ ମଫୀବୋଶତ୍ ରାଜାଙ୍କକ୍ସ୍ଟ ୟିରକ୍ସ୍ଟଶାଲମସରସଦଖା କଲା, ରାଜା ପଚାରିଲଲ ତୁମ୍ଲଭ କାହିଁକିସମା ସହିତ ଗଲ ନାହିଁ?

ଦିତୀୟ ଶାମୁୟେଲ 21:7

ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପକ୍ସ୍ଟତ୍ର ମଫୀବୋଶତକକ୍ସ୍ଟ ରାଜା ରକ୍ଷା କଲେ। ଯେ ହତେକ୍ସ୍ଟ ସମାନଙ୍କେ ମଧିଅରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ମଧିଅରେ ସଦାପ୍ରଭୁଙ୍କ ଶପଥ ଥିଲା।

ପ୍ରଥମ ବଂଶାବଳୀ 8:34

ଯୋନାଥନଙ୍କ ପୁତ୍ର ଥିଲେ ମରୀଦ୍ଦାଲ୍। ମରୀଦ୍ଦାଲ୍ ମୀଖାଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 9:40

ଯୋନାଥନ୍ଙ୍କ ପୁତ୍ର ଥିଲେ ମରୀଦ୍ଦାଲ, ମରୀଦ୍ଦାଲ ମୀଖାଙ୍କ ପିତା ଥିଲେ।

Interlinear

Choose Theme