Home Bibles ଲୂକଲିଖିତ ସୁସମାଚାର 1:29 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:29 · ଓଡ଼ିଆ ବାଇବେଲ

ମରିୟମ ସ୍ବର୍ଗଦୂତଙ୍କ କଥା ଶୁଣି ଉଦବିଗ୍ନ ହାଇଗେଲେ। ତାହାଙ୍କ ଅଭିବାଦନର ଅର୍ଥ କ'ଣ ହାଇପୋ ରେ, ସହେିକଥା ଭାବି ସେ ଚିନ୍ତା ରେ ପଡିଗଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 6:13

ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।

ପ୍ରଥମ ଶାମୁୟେଲ 9:20

ତୁମ୍ଭମାନେେ ତିନିଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦକ୍ସ୍ଟଃଖ କର ନାହିଁ। ସମାନଙ୍କେୁ ମିଳିୟାଇଛି। ବର୍ତ୍ତମାନ ଇଶ୍ରାୟେଲୀୟମାନେ ଜଣେ ବ୍ଯକ୍ତିର ସନ୍ଧାନ ରେ ଅଛନ୍ତି ଏବଂ ସେ ବ୍ଯକ୍ତିଜଣକ ତୁମ୍ଭେ ଅଟ। ସମାନେେ ତୁମ୍ଭକୁ ଏବଂ ତକ୍ସ୍ଟମ୍ଭ ପିତାଙ୍କ ପରିବାରବର୍ଗକକ୍ସ୍ଟ ଗ୍ଭହାଁନ୍ତି।

ମାର୍କଲିଖିତ ସୁସମାଚାର 6:49

ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 16:5

ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

ଲୂକଲିଖିତ ସୁସମାଚାର 1:12

ଜିଖରିୟ ସ୍ବର୍ଗଦୂତଙ୍କୁ ଦେଖିବା ମାତ୍ ରେ ବିଚଳିତ ଓ ବହୁତ ଭୟଭୀତ ହେଲେ।

ଲୂକଲିଖିତ ସୁସମାଚାର 1:66

ଏ କଥା ଯେଉଁମାନେ ଶୁଣିଲେ, ସମାନେେ ବିସ୍ମିତ ହାଇେ ଗଲେ। ଲୋକେ ଭାବିଲେ, ଏ ବାଳକଟି କ'ଣ ହବେ? ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସମାନେେ ଏପରି ଭାବିଲେ।

ଲୂକଲିଖିତ ସୁସମାଚାର 2:19

କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 2:51

ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:4

କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?

ରେରିତମାନଙ୍କ କାର୍ଯ୍ୟର ବିବରଣ 10:17

ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।

Interlinear

Choose Theme