ଦିତୀୟ ଶାମୁୟେଲ 3:22 · ଓଡ଼ିଆ ବାଇବେଲ
ୟୋଯାବ୍ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫରେିଲେ। ଏବଂ ସମାନେେ ସମାନଙ୍କେ ସହିତ ଶତୃମାନଙ୍କଠାରକ୍ସ୍ଟ ବହକ୍ସ୍ଟ ମୂଲ୍ଯବାନ ପଦାର୍ଥ ସଙ୍ଗ ରେ ଆଣିଥିଲେ। ଅବ୍ନର ହିବ୍ରୋଣ ରେ ସେତବେେଳେ ଦାଉଦଙ୍କ ସଙ୍ଗ ରେ ନ ଥିଲେ। କାରଣ ସେ ତାଙ୍କୁ ୟିବାକକ୍ସ୍ଟ ଦଇେଥିବାରକ୍ସ୍ଟ ସେ ସଠାେରକ୍ସ୍ଟ ଶାନ୍ତି ରେ ସ୍ଥାନ ପରିତ୍ଯାଗ କରିଥିଲେ।
Cross references
ଦିତୀୟ ଶାମୁୟେଲ 4:2
ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।