Cross references
ଯିହୋଶୂୟ 18:22
ବୈଥଆରବା, ସୀମାରଯମ ଓ ବୈଥେଲ୍।
ଦିତୀୟ ଶାମୁୟେଲ 3:16
ତା'ର ସ୍ବାମୀ ରୋଦନ କଲା ଏବଂ ବହକ୍ସ୍ଟରୀମ ପର୍ୟ୍ଯନ୍ତ ତାକକ୍ସ୍ଟ ଅନକ୍ସ୍ଟସରଣ କଲା। ତା'ପରେ ଅବନର ପଲଟିଯଲଙ୍କେକ୍ସ୍ଟ କହିଲା, ୟାଅ, ଫରେିୟାଅ, ତା'ପରେ ସେ ଫରେିଗଲା।
ଦିତୀୟ ଶାମୁୟେଲ 16:5
ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।
ପ୍ରଥମ ବଂଶାବଳୀ 11:32
ଗାଶ୍ ନଦୀ ତୀରସ୍ଥ ହୂରିଯ, ଅର୍ଦ୍ଦତୀଯ ଅବୀଯଲେ ;
ପ୍ରଥମ ବଂଶାବଳୀ 12:3
ଅହୀଯଷେର, ସମାନଙ୍କେ ନେତା ଓ ୟୋଯାଶ (ଅହୀଯଷେର ଓ ୟୋଯାଶ, ଗିବିଯାଥୀଯରୁ ଶମାଯରଙ୍କ ପୁତ୍ର ଥିଲେ।) ୟିଷୀଯଲେ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ ; ଅନାେଥାତୀଯରୁ ବରାଖା ଓ ଯହେୁ ଥିଲେ।
ପ୍ରଥମ ବଂଶାବଳୀ 27:25
ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିବା ଲୋକମାନଙ୍କର ତାଲିକା ଏହି :