ପ୍ରଥମ ବଂଶାବଳୀ 12:3 · ଓଡ଼ିଆ ବାଇବେଲ
ଅହୀଯଷେର, ସମାନଙ୍କେ ନେତା ଓ ୟୋଯାଶ (ଅହୀଯଷେର ଓ ୟୋଯାଶ, ଗିବିଯାଥୀଯରୁ ଶମାଯରଙ୍କ ପୁତ୍ର ଥିଲେ।) ୟିଷୀଯଲେ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ ; ଅନାେଥାତୀଯରୁ ବରାଖା ଓ ଯହେୁ ଥିଲେ।
Cross references
ପ୍ରଥମ ଶାମୁୟେଲ 11:4
ଗିବିଯା ଦୂତ ଶାଉଲ ବାସ କରୁଥିବା ସହର ରେ ଲୋକମାନଙ୍କୁ ଏହି କଥା କହିବାରକ୍ସ୍ଟ ଲୋକମାନେ ଦକ୍ସ୍ଟଃଖ ରେ କ୍ରନ୍ଦନ କରିବାକୁ ଲାଗିଲେ।
ଦିତୀୟ ଶାମୁୟେଲ 21:6
ତାହାରି ସନ୍ତାନମାନଙ୍କ ମଧ୍ଯରକ୍ସ୍ଟ ସାତଜଣ ପୁରୁଷ ଆମ୍ଭମାନଙ୍କ ହସ୍ତ ରେ ସମର୍ପିତ ହକ୍ସ୍ଟଅନ୍ତକ୍ସ୍ଟ। ତହିଁରେ ଆମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବିଯୋନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମାନଙ୍କେୁ ଟଙ୍ଗାଇ ଦବୋ।
ଦିତୀୟ ଶାମୁୟେଲ 23:31
ଅର୍ବତୀଯ ଅବିଯଲ୍ବୋନ, ବରହୂମୀଯ ଅସ୍ମାବତ୍
ପ୍ରଥମ ବଂଶାବଳୀ 11:28
ତକୋୟିୟ, ଇକ୍କୋଶର ପୁତ୍ର ଇରା, ଅନାେଥାତୀଯ ଅବୀୟେଷର ;
ପ୍ରଥମ ବଂଶାବଳୀ 11:33
ବାହରୁମୀଯ ଅସ୍ମାବତ୍, ଶାଲବନେୀଯ ଇଲୀଯହବ ;