Home Bibles ଦିତୀୟ ଶାମୁୟେଲ 23:30 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 23:30 · ଓଡ଼ିଆ ବାଇବେଲ

ପିରିଯା ଥୋନୀଯ ବନାଯ, ଗାଶ-ନଦୀତୀର ନିବାସୀ ହିଦ୍ଦଯ,

Cross references

ଦିତୀୟ ବିବରଣ 1:24

ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।

ଯିହୋଶୂୟ 24:30

ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।

ବିଚାରକର୍ତାମାନଙ୍କ ବିବରଣ 2:9

ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।

ବିଚାରକର୍ତାମାନଙ୍କ ବିବରଣ 12:13

ଏଲୋନଙ୍କର ମୃତକ୍ସ୍ଟ୍ଯପରେ ହିଲ୍ଲଲରେ ପକ୍ସ୍ଟତ୍ର ଅବ୍ଦୋନ୍ ଇଶ୍ରାୟେଲର ବିଗ୍ଭରକ ହେଲେ। ସେ ଫିରିଯାଥୋନ ସହରର ଥିଲେ।

ବିଚାରକର୍ତାମାନଙ୍କ ବିବରଣ 12:15

ଏହାପରେ ସେ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଅମାଲକେୀଯ ପର୍ବତମଯ ଦେଶ ଅନ୍ତର୍ଗତ ଇଫ୍ରଯିମ ଦେଶସ୍ଥ ଫିରିଯାଥୋନ ରେ କବର ଦିଆଗଲା।

ପ୍ରଥମ ବଂଶାବଳୀ 11:31

ବିନ୍ଯାମୀନସ୍ଥ ରୀବିଯାର ଗୀବଯଙ୍କ ପୁତ୍ର ଇତ୍ତଯ, ପିରିଯାଥୋନୀଯ ବନାଯ ;

ପ୍ରଥମ ବଂଶାବଳୀ 27:14

ବନାଯ ଏକାଦଶତମ ସନୋଧ୍ଯକ୍ଷ ଥିଲେ। ବନାଯ ଏକାଦଶ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ପିରିଯାଥୋରୁ ଆସିଥିଲେ। ବନାଯ ଇଫ୍ରଯିମ ପରିବାରବର୍ଗରୁ ଆସିଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।

Interlinear

Choose Theme