Home Bibles ଦିତୀୟ ଶାମୁୟେଲ 16:5 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 16:5 · ଓଡ଼ିଆ ବାଇବେଲ

ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।

Cross references

ଯାତ୍ରା ପୁସ୍ତକ 22:27

ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନଥାଏ, ତବେେ ସେ କେଉଁଥି ରେ ଶାଇେବ? ଏବଂ ସେ ଯଦି ମାେତେ ଦୁଃଖ ରେ ଡାକେ, ତବେେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।

ଯାତ୍ରା ପୁସ୍ତକ 22:28

ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।

ପ୍ରଥମ ଶାମୁୟେଲ 17:43

ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।

ଦିତୀୟ ଶାମୁୟେଲ 3:16

ତା'ର ସ୍ବାମୀ ରୋଦନ କଲା ଏବଂ ବହକ୍ସ୍ଟରୀମ ପର୍ୟ୍ଯନ୍ତ ତାକକ୍ସ୍ଟ ଅନକ୍ସ୍ଟସରଣ କଲା। ତା'ପରେ ଅବନର ପଲଟିଯଲଙ୍କେକ୍ସ୍ଟ କହିଲା, ୟାଅ, ଫରେିୟାଅ, ତା'ପରେ ସେ ଫରେିଗଲା।

ଦିତୀୟ ଶାମୁୟେଲ 16:14

ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ୟର୍ଦ୍ଦନ ନଦୀ କୂଳ ରେ ପହନ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଲାନ୍ତ ହାଇୟୋଇ ଥିଲେ। ତେଣୁ ସମାନେେ ସଠାେରେ ବିଶ୍ରାମ ନେଲେ ଓ କ୍ଲାନ୍ତ ମେଣ୍ଟାଇଲେ।

ଦିତୀୟ ଶାମୁୟେଲ 17:18

ମାତ୍ର ଏକ ପିଲା ସମାନଙ୍କେୁ ଦେଖି ଅବଶାଲୋମକକ୍ସ୍ଟ ଜଣାଇଲା। ତହକ୍ସ୍ଟଁ ସେ ଦକ୍ସ୍ଟ ହେଁ ଶିଘ୍ର ୟାଇ ବହକ୍ସ୍ଟରୀମ ରେ ଜଣକର ଗୃହ ରେ ପ୍ରବେଶ କଲେ ଓ ତା'ର ପ୍ରାଙ୍ଗଣ ରେ ଏକ କୂଅ ଥିବାରକ୍ସ୍ଟ ସମାନେେ ସଠାେରେ ଲକ୍ସ୍ଟଚି ଗଲେ।

ଦିତୀୟ ଶାମୁୟେଲ 19:16

ବହକ୍ସ୍ଟରୀମ ନିବାସୀ ଗଲରାର ପକ୍ସ୍ଟତ୍ର ବିନ୍ଯାମୀନୀଯ ଶିମିଯି ଶୀଘ୍ର ୟିହକ୍ସ୍ଟଦାରସଲାକମାନଙ୍କ ସଙ୍ଗସର ରାଜା ଦାଉଦଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲଲ।

ଦିତୀୟ ଶାମୁୟେଲ 19:17

ବିନ୍ଯାମୀନ ପରିବାରବର୍ଗର 1,000ସଲାକ ଶିମିଯି ସଙ୍ଗସର ଆସିଲଲ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପକ୍ସ୍ଟଅଙ୍କକ୍ସ୍ଟ ଓସକାଡିଏ ଜଣ ଗ୍ଭକରକକ୍ସ୍ଟ ଆଣିଲଲ। ଏ ସମସ୍ତସଲାକ ୟର୍ଦ୍ଦନ ନଦୀ ପାରସହାଇ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ୟାଇଥିଲଲ।

ଦିତୀୟ ଶାମୁୟେଲ 19:21

କିନ୍ତୁ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଉତ୍ତର କରି କହିଲା, ଶିମିଯିକକ୍ସ୍ଟ ଆଲମ ନିଶ୍ଚିତ ମାରିଦଲବକ୍ସ୍ଟ କାରଣସସ ସଦାପ୍ରଭୁଙ୍କ ଅଭିଷିକ୍ତକକ୍ସ୍ଟ ଶାପସଦଇ ଅଛି।

ଦିତୀୟ ଶାମୁୟେଲ 19:22

ଦାଉଦ କହିଲଲ, ସହ ସରକ୍ସ୍ଟଯାର ପକ୍ସ୍ଟତ୍ର, ତୁମ୍ଭମାନଙ୍କ ସହିତ ମୁ କ'ଣ କରିବି? ଆଜି ତୁମ୍ଲଭମାଲନସମାର ବିରକ୍ସ୍ଟଦ୍ଧସର ଅଛ। ଇଶ୍ରାଲୟଲସରସକୗଣସିସଲାକକୁ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ ନାହିଁ। ଆଜି ମୁ ଜାଲଣସଯ ମୁ ଇଶ୍ରାଲୟଲ ଉପଲର ରାଜା ଅଲଟ।

ଦିତୀୟ ଶାମୁୟେଲ 23:31

ଅର୍ବତୀଯ ଅବିଯଲ୍ବୋନ, ବରହୂମୀଯ ଅସ୍ମାବତ୍

ପ୍ରଥମ ରାଜାବଳୀ 2:8

ସ୍ମରଣ କର, ବିନ୍ଯାମୀନୀଯ ଗରୋର ପୁତ୍ର ବହୁରୀମ ନିବାସୀ ଶିମିଯି ତୁମ୍ଭ ସହିତ ଅଛି। ମୁଁ ମହନଯିମକୁ ପଳାଯନ କଲା ଦିନ ସେ ମାେତେ ଏକ ଜଘନ୍ଯ ଅଭିଶାପ ଦଲୋ। ସେ ୟର୍ଦ୍ଦନ ନିକଟରେ ମାେତେ ଦେଖିବାକୁ ଆସିଥିଲା, କିନ୍ତୁ ମୁଁ ତାକୁ ହତ୍ଯା ନ କରିବା ପାଇଁ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରିଥିଲି।

ପ୍ରଥମ ରାଜାବଳୀ 2:36

ତା'ପରେ ରାଜା ଲୋକ ପଠାଇ ଶିମିଯିକି ଡକାଇ କହିଲେ, ୟିରୁଶାଲମ ରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡି କୁଆଡେ ୟାଅ ନାହିଁ।

ଏଷ୍ଟର ବିବରଣ 2:5

ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।

ଆୟୁବ ପୁସ୍ତକ 30:11

ପରମେଶ୍ବର ମାେ ଧନୁରୁ ବାଣ କାଢ଼ି ନଇେଛନ୍ତି ଏବଂ ମାେତେ ଦୁର୍ବଳ କରି ଦଇେଛନ୍ତି। ସହେି ୟୁବକମାନେ ସମସ୍ତ ପ୍ରକାର ଆକ୍ଷପେ କରନ୍ତି, ଯେତବେେଳେ ମାେତେ ଦେଖନ୍ତି।

ଗୀତସଂହିତା 69:26

ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସମାନେେ ୟାତନା ଦିଅନ୍ତି। ସମାନେେ ୟନ୍ତ୍ରଣା ବିଷଯରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।

ଗୀତସଂହିତା 109:16

କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ। ସେ ଅତ୍ଯାଚାର ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ। ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।

ଗୀତସଂହିତା 109:28

ସହେି ମନ୍ଦ ଲୋକମାନେ ମାେତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଶୀର୍ବାଦ କରିବ। ଯେତବେେଳେ ସମାନେେ ମାେ ବିରୁଦ୍ଧରେ ଆକ୍ରମଣ କରିବେ, ସମାନେେ ଅପମାନିତ ହବେେ। ଏହାପରେ ମୁଁ ତୁମ୍ଭର ଦାସ, ଖୁସି ହବେି।

ହିତୋପଦେଶ 26:2

ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ।

ଉପଦେଶକ 10:20

ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ଯ ଦିଅ ନାହିଁ। ଆଉ ଧନୀକୁ ଆପଣା ଶଯନ ଗୃହ ରେ ଅଭିଶାପ ଦିଅ ନାହିଁ। କାରଣ ଏକ େଛାଟ ପକ୍ଷୀ ସହେି ବାର୍ତ୍ତା ନଇୟିବେ ଓ ସେ କଥା ଉତ୍ତର ଦବେ।

ଯିଶାଇୟ 8:21

ତୁମ୍ଭମାନେେ ଯଦି ସହେି ଭୁଲ ଆଦେଶ ପାଳନ କରିବ ତବେେ ଦେଶ ରେ କଷ୍ଟ ଓ ଅନାହାର ଦଖାଦେବେ। ସେତବେେଳେ ସମାନେେ ବିରକ୍ତ ହବେେ ଏବଂ ସମାନଙ୍କେର ଶାସକ ଓ ପରମେଶ୍ବରଙ୍କ ବିରୁଦ୍ଧ ରେ କହିବେ। ତା'ପ ରେ ସମାନେେ ପରମେଶ୍ବରଙ୍କଠାରୁ ସାହାୟ୍ଯ ପାଇଁ ଉର୍ଦ୍ଧ୍ବକୁ ଚାହିଁବେ।

ମାଥିଉଲିଖିତ ସୁସମାଚାର 5:11

ତୁମ୍ଭମାନେେ ମାରେ ଅନୁଗାମୀ ହାଇେଥିବା ୟୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କୁ ଯାତନା ଦବେେ ଓ ତୁମ୍ଭମାନଙ୍କ ବିରୁଦ୍ଧ ରେ ମିଛ ରେ ନାନା କଥା କହିବେ। କିନ୍ତୁ ତୁମ୍ଭମାନେେ ଧନ୍ଯ।

Interlinear

Choose Theme