Home Bibles ପ୍ରଥମ ବଂଶାବଳୀ 11:30 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:30 · ଓଡ଼ିଆ ବାଇବେଲ

ନଟୋଫାତୀଯ ମହରଯ, ନଟୋଫାତୀଯ, ବାନାଙ୍କର ପୁତ୍ର ହେଲଦ୍ ;

Cross references

ଦିତୀୟ ଶାମୁୟେଲ 23:29

ନଟୋଫାତୀଯ ବାନାର ପକ୍ସ୍ଟତ୍ର ହେଲବ, ବିନ୍ଯାମୀନ ବଂଶୀଯ ଗିବିଯା ନିବାସୀ ରୀବଯର ପକ୍ସ୍ଟତ୍ର ଇତ୍ତଯ।

ପ୍ରଥମ ବଂଶାବଳୀ 2:54

ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ,

ପ୍ରଥମ ବଂଶାବଳୀ 27:13

ମହରଯ ଦଶମ ସନୋଧ୍ଯକ୍ଷ ଥିଲେ। ମହରଯ ଦଶମ ମାସର ସନୋଧ୍ଯକ୍ଷ ଥିଲେ। ମହରଯ ନଟୋଫାରୁ ଆସିଥିଲେ। ସେ ସରହଙ୍କେ ପରିବାରରୁ ଆସିଥିଲେ। ମହରଯଙ୍କ ଦଳ ରେ 24,000 ଲୋକ ଥିଲେ।

ପ୍ରଥମ ବଂଶାବଳୀ 27:15

ହିଲଦଯ ଦ୍ବାଦଶତମ ସନୋଧ୍ଯକ୍ଷ ଥିଲେ। ହିଲଦଯ ଦ୍ବାଦଶ ମାସର ସନୋଧ୍ଯକ୍ଷ ଥିଲେ। ହିଲଦଯ ନଟୋଫାରୁ ଆସିଥିଲେ। ହିଲଦଯ ଅବନୀଯଲେ ପରିବାରରୁ ଆସିଥିଲେ। ହିଲଦଯଙ୍କ ଦଳ ରେ 24,000 ଲୋକ ଥିଲେ।

Interlinear

Choose Theme