Cross references
ଦିତୀୟ ଶାମୁୟେଲ 23:9
ତା'ପରେ ଅହାହେୀୟ ବଂଶଜ ଦୋଦୟର ପକ୍ସ୍ଟତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନିଜଣ ଶକ୍ତିଶାଳୀ ବୀରଙ୍କ ମଧିଅରେ ଜଣେ ଥିଲା, ଯେତବେେଳେ ସମାନେେ ପଲେଷ୍ଟୀୟମାନଙ୍କୁ ମକ୍ସ୍ଟକାବକ୍ସ୍ଟଲା କଲେ, ସମାନେେ ଦାଉଦଙ୍କ ସହିତ ଥିଲେ। ସମାନେେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲ କିନ୍ତୁ ଇଶ୍ରାୟେଲ ଲୋକମାନେ ଦୌଡି ପଳାଇଲେ।
ଦିତୀୟ ଶାମୁୟେଲ 23:28
ନଟୋଫାତୀଯରକ୍ସ୍ଟ ସଲ୍ମୋନ୍, ଅହୋହୀଯ ମହରଯ,
ପ୍ରଥମ ବଂଶାବଳୀ 11:12
ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।