ତା'ପରେ ସଠାେରେ ଜଣେ ଯିହାୟୋଦାରଦର ପକ୍ସ୍ଟତ୍ର ବନାଯ ଥିଲେ। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପକ୍ସ୍ଟତ୍ର। ସେ କବ୍ ସେଲୀଯର ଅଧିବାସୀ ଥିଲେ। ବନାଯ ବହକ୍ସ୍ଟତ ସାହସୀକ କାର୍ୟ୍ଯ କରିଥିଲେ। ସେ ମାୟୋବୀଯ ଅରୀଯଲର ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କକ୍ସ୍ଟ ବଧ କଲା। ଦିନେ ଏକ ସମୟରେ ଯେତବେେଳେ ବରଫ ପଡକ୍ସ୍ଟଥିଲା, ବନାଯ ଏକ ଗକ୍ସ୍ଟମ୍ଫା ରେ ଏକ ସିଂହକକ୍ସ୍ଟ ହତ୍ଯା କଲେ।
Cross references
ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।
ନଗଭରେ ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ୟିହକ୍ସ୍ଟଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବ ସେଲ ଓ ଏଦର ଓ ୟାଗକ୍ସ୍ଟର ମଧ୍ଯ।
ଶାମ୍ଶାେନ୍ ତାଙ୍କର ପିତା ମାତାଙ୍କ ସହିତ ତିମ୍ନାକକ୍ସ୍ଟ ଗଲେ। ସମାନେେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ ରେ ଏକ ୟକ୍ସ୍ଟବା ସିଂହ ଗର୍ଜ୍ଜନ କରି ଶାମ୍ଶାେନ୍ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା।
କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।
ଶାଉଲ ଓ ଯୋନାଥନ ସମାନଙ୍କେ ଜୀବନକାଳ ମଧିଅରେ ଲୋକମାନଙ୍କଠାରକ୍ସ୍ଟ ବହକ୍ସ୍ଟତ ପ୍ ରମେ ପାଇଲେ। ଏପରିକି ମୃତକ୍ସ୍ଟ୍ଯ ସମୟରେ ମଧ୍ଯ ସମାନେେ ଅଲଗା ହେଲେ ନାହିଁ। ସମାନେେ ଉକ୍ରୋଶପକ୍ଷୀଠାରକ୍ସ୍ଟ ବଗବୋନ ଓ ସିଂହଠାରକ୍ସ୍ଟ ବଳବାନ ଥିଲେ।
ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।
ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।
ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।
କିନ୍ତୁ ସେ ମାେତେ, ସାଦୋକ ଯାଜକଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାଁନ୍ତି।
ତେଣୁ ଯାଜକ ସାଦୋକ, ଭବିଷ୍ଯଦ୍ବକ୍ତା ନାଥନ ଓ ଯିହାୟୋଦାରଦାର ପୁତ୍ର ବନାଯ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀଯ ଆଦେଶ ପାଳନ କଲେ। ସମାନେେ ରାଜ ଶଲୋମନଙ୍କୁ ଦାଉଦଙ୍କର ଗଧ ଉପରେ ବସାଇ ଗୀହାନେ ଝରଣା ନିକଟକୁ ନଇଗେଲେ।
ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀ ନିକଟରେ ଅଛି। ଶଲୋମନ ଯିହାୟୋଦାରଦାର ପୁତ୍ର ବନାଯକୁ ଆଦେଶ ଦେଲେ, ୟାଅ, ତାକୁ ହତ୍ଯା କର।
ତେଣୁ ରାଜା ବନାଯକୁ ଏକ ଆଦେଶ ଦେଲେ, ଶିମିଯକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ଯ ଉପରେ ପୁରା ଅଧିକାର ପାଇଲେ।
ଯିହାୟୋଦାରଦରଙ୍କ ପୁତ୍ର ବନାଯ ଜଣେ ପରାକ୍ରମୀ ବ୍ଯକ୍ତିଙ୍କର ପୁତ୍ର ଥିଲେ। ସେ କବ ସେଲୀଯ ଲୋକ ଥିଲେ। ବନାଯ ସାହସୀ କାର୍ୟ୍ଯମାନ କଲେ। ବନାଯ ମାୟୋବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ଯରୁ ଦୁଇଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାଯ ଭୂମି ମଧ୍ଯସ୍ଥ ଏକ ଗାତ ମଧିଅରେ ପଶି ଗୋଟିଏ ସିଂହକୁ ବଧ କଲେ।
ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗ ରେ ଗାଦ୍ ପରିବାର ବର୍ଗର କେତଜେଣ ଆସି ସଠାେରେ ବାସ କଲେ। ସମାନେେ ୟୁଦ୍ଧ ବିଦ୍ଯା ରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ଯଗଣ ଥିଲେ। ସମାନେେ ବର୍ଚ୍ଛା ଓ ଢ଼ାଲ ଚାଳନା ରେ ଦକ୍ଷ ଥିଲେ। ସମାନେେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତ ରେ ହରିଣ ସଦୃଶ ଦ୍ରୁତ ଗତି ରେ ଦୌଡ଼ି ମଧ୍ଯ ପାରୁଥିଲେ।
ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।
ବନାଯ ତୃତୀୟ ସନୋଧ୍ଯକ୍ଷ ଥିଲେ। ବନାଯ ତୃତୀୟ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଯିହାୟୋଦାରଦା ମୁଖ୍ଯ ଯାଜକ ଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।