ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।
Cross references
ଆମ୍ଭମାନେେ କରେଥୀଯମାନେ ବାସ କରୁଥିବା ନଗେଭେ ଆକ୍ରମଣ କଲକ୍ସ୍ଟ। ଆମ୍ଭମାନେେ ସିକ୍ଲଗକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲକ୍ସ୍ଟ ଓ ୟିହକ୍ସ୍ଟଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲକ୍ସ୍ଟ।
ପକ୍ସ୍ଟଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ ନଗରରକ୍ସ୍ଟ ତାଙ୍କ ପେଛ ପେଛ ଯେଉଁ 600 ଲୋକ ଆସିଥିଲେ, ସମାନେେ ସମସ୍ତେ କରେଥୀଯ, ପଲେଥୀଯ ଓ ଗାଥୀଯ ଲୋକ ଥିଲେ। ସମାନେେ ସମସ୍ତେ ରାଜାଙ୍କର ଆଗ ରେ ପାର ହାଇେ ଗଲେ।
ତେଣୁ ଯୋୟାବ ୟିରକ୍ସ୍ଟଶାଲମ ଛାଡି ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇଲା। ଯୋୟାବ ତାଙ୍କ ସହିତ ତାଙ୍କର ଲୋକ, କରେଥୀଯ, ପଲେଥୀଯ ଓ ସମସ୍ତ ବୀରମାନେ ତାଙ୍କ ସହିତ ବାହାରିଲେ।
ସେ ସମୟରେ ଯୋୟାବ ସମସ୍ତ ଇଶ୍ରାୟେଲର ସୈନ୍ଯଦଳର ଦଳପତି ଥିଲେ। ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ମକ୍ସ୍ଟଖ୍ଯ ଥିଲେ।
ୟାଯୀରୀଯ ଈରା ମଧ୍ଯ ଦାଉଦଙ୍କର ବ୍ଯକ୍ତିଗତ ଯାଜକ ଥିଲା।
ତା'ପରେ ସଠାେରେ ଜଣେ ଯିହାୟୋଦାରଦର ପକ୍ସ୍ଟତ୍ର ବନାଯ ଥିଲେ। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପକ୍ସ୍ଟତ୍ର। ସେ କବ୍ ସେଲୀଯର ଅଧିବାସୀ ଥିଲେ। ବନାଯ ବହକ୍ସ୍ଟତ ସାହସୀକ କାର୍ୟ୍ଯ କରିଥିଲେ। ସେ ମାୟୋବୀଯ ଅରୀଯଲର ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କକ୍ସ୍ଟ ବଧ କଲା। ଦିନେ ଏକ ସମୟରେ ଯେତବେେଳେ ବରଫ ପଡକ୍ସ୍ଟଥିଲା, ବନାଯ ଏକ ଗକ୍ସ୍ଟମ୍ଫା ରେ ଏକ ସିଂହକକ୍ସ୍ଟ ହତ୍ଯା କଲେ।
ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ ଏହିପରି ସାହସିକ କାର୍ୟ୍ଯମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧିଅରେ ବିଖ୍ଯାତ ଥିଲା।
ତେଣୁ ଯାଜକ ସାଦୋକ, ଭବିଷ୍ଯଦ୍ବକ୍ତା ନାଥନ ଓ ଯିହାୟୋଦାରଦାର ପୁତ୍ର ବନାଯ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀଯ ଆଦେଶ ପାଳନ କଲେ। ସମାନେେ ରାଜ ଶଲୋମନଙ୍କୁ ଦାଉଦଙ୍କର ଗଧ ଉପରେ ବସାଇ ଗୀହାନେ ଝରଣା ନିକଟକୁ ନଇଗେଲେ।
ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ଯଦ୍ବକ୍ତା ନାଥନଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସମାନେେ ତାଙ୍କୁ ରାଜାଙ୍କ ନିଜ ଖଚର ରେ ଆରୋହଣ କରାଇଲେ।
ଏହାପରେ ଯିହାୟୋଦାର ପୁତ୍ର ବନାଯ ୟାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହ ରେ ତାହାର କବର ଦିଆଗଲା।
ୟିହୋଯାଦାର ପୁତ୍ର ବନାଯ ଥିଲା ସୈନ୍ଯ ବାହୀନିର ସନୋପତି
ନାଥନର ପୁତ୍ର ଅସରିଯ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ଯ ଥିଲା ଓ
ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।
ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ଦେଖ, ମଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ମାରେ ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀଯ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ବଂସ କରିବି।
ତୁମ୍ଭେ କରେଥୀଯର ଲୋକମାନେ, ତୁମ୍ଭମାନେେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷଯ ରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭମାନେେ ସମସ୍ତେ ଧ୍ବଂସ ହବେ। ତୁମ୍ଭମାନଙ୍କ ମଧ୍ଯରୁ କହେି ବଞ୍ଚିବେ ନାହିଁ।