Home Bibles ଦିତୀୟ ଶାମୁୟେଲ 21:10 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 21:10 · ଓଡ଼ିଆ ବାଇବେଲ

ବର୍ତ୍ତମାନ ଅଯାର କନ୍ଯା ରିସ୍ପା ଅଖା ନଇେ ଶସ୍ଯ ଅମଳ ଋତକ୍ସ୍ଟର ଆରମ୍ଭରକ୍ସ୍ଟ ବର୍ଷା ହବୋ ପର୍ୟ୍ଯନ୍ତ ସହେି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସହେି ଶରୀରଗୁଡିକୁ ଜଗିବାକକ୍ସ୍ଟ ସଠାେରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକକ୍ସ୍ଟ ସମାନଙ୍କେ ଉପରେ ବସିବାକକ୍ସ୍ଟ କିଅବା ରାତ୍ରି ବେଳେ ବନପଶକ୍ସ୍ଟଗଣକକ୍ସ୍ଟ ଆସିବାକକ୍ସ୍ଟ ଦଲୋ ନାହିଁ।

Cross references

ଆଦି ପୁସ୍ତକ 40:19

ତିନିଦିନ ମଧିଅରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।

ଦିତୀୟ ବିବରଣ 11:14

ଆମ୍ଭେ ଉପୟକ୍ସ୍ଟକ୍ତ ସମୟରେ ତକ୍ସ୍ଟମ୍ଭ ଦେଶ ରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ଯବୃଷ୍ଟି ଓ ଶଷେବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ଯ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରିପାରିବ।

ଦିତୀୟ ବିବରଣ 21:13

ଆଉ ତା'ପରେ ସେ ବନ୍ଦୀଥିବା ଅବସ୍ଥା ରେ ପିନ୍ଧିଥିବା ବସ୍ତ୍ର ତ୍ଯାଗ କରି ତକ୍ସ୍ଟମ୍ଭ ଗୃହ ରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକମାସ ବିଳାପ କରିବ। ଏହାପରେ ତୁମ୍ଭେ ତା ସହିତ ମିଳାମିଶା ସହବାସ କରିବ ଓ ତା'ର ସ୍ବାମୀ ହବେ ଏବଂ ସେ ତୁମ୍ଭର ସ୍ତ୍ରୀ ହବେ।

ଦିତୀୟ ବିବରଣ 21:22

ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।

ଦିତୀୟ ବିବରଣ 21:23

କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।

ପ୍ରଥମ ଶାମୁୟେଲ 17:44

ଗଲିଯାତ ଦାଉଦଙ୍କକ୍ସ୍ଟ କହିଲା, ଏହିଠାକକ୍ସ୍ଟ ଆସ ମୁ ତୁମ୍ଭର ମାଂସକକ୍ସ୍ଟ ହିଂସ୍ରପଶକ୍ସ୍ଟ-ପକ୍ଷୀମାନଙ୍କୁ ଖକ୍ସ୍ଟଆଇବି।

ଦିତୀୟ ଶାମୁୟେଲ 3:7

ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?

ଦିତୀୟ ଶାମୁୟେଲ 21:8

କିନ୍ତୁ ସେ ସମାନଙ୍କେୁ ଶାଉଲର ଦକ୍ସ୍ଟଇ ପକ୍ସ୍ଟତ୍ର ଅମୌଣି ଓ ମଫୀବୋଶତ୍କକ୍ସ୍ଟ ଦେଲେ, ଯାହାର ମାତା ଅଯାର କନ୍ଯା ରିପ୍ସା ଥିଲେ। ସେ ମଧ୍ଯ ସମାନଙ୍କେୁ ମରୋବଙ୍କର ପାଞ୍ଚପକ୍ସ୍ଟତ୍ର ଦେଲେ। ମରୋବ ଦାଉଦଙ୍କର କନ୍ଯା ୟିଏକି ମହୋଲ୍ଲାର ବର୍ସିଲ୍ଲଯର ପକ୍ସ୍ଟତ୍ର ଅଦ୍ରୀଯଲକେକ୍ସ୍ଟ ବିବାହ କରିଥିଲେ।

ପ୍ରଥମ ରାଜାବଳୀ 18:41

ତତ୍ପରେ ଏଲିଯ ରାଜା ଆହାବ୍ଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ୟାଇ ପାନ, ଭୋଜନ କର। କାରଣ ପ୍ରବଳ ବର୍ଷା ଆସୁଅଛି।

ପ୍ରଥମ ରାଜାବଳୀ 21:27

ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।

ଯିରିମିୟ 5:24

ସମାନେେ କବେେ କହିବେ ନାହିଁ ଯେ, 'ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ଯ ଓ ଶଷେ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ଯ ଚ୍ଛଦନେ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।'

ଯିରିମିୟ 14:22

ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।

ଯିହିଜିକଲ 39:4

ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ତୁମ୍ଭେ ପତିତ ହବେ। ତୁମ୍ଭର ସମସ୍ତ ସୈନ୍ଯ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ଯ ପତିତ ହବେେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି।

ହୋଶେୟ 6:3

ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।

ଯୋୟେଲ 1:18

ପଶୁଗଣ କ୍ଷୁଧା ରେ ବିଳାପ କରୁଛନ୍ତି। ଗୋରୁପଲ ଏଣତେଣେେ ବିଚରଣ କରୁଛନ୍ତି, ଘାସ ନପାଇ ବ୍ଯାକୁଳ ହେଉଛନ୍ତି। ମଷେପଲ ମଧ୍ଯ ୟନ୍ତ୍ରଣା ଭୋଗ କରୁଛନ୍ତି।

ଯୋୟେଲ 2:23

ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭମାନେେ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର। ସେ ମଙ୍ଗଳମଯ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦବେେ। ସେ ତୁମ୍ଭକୁ ଆଦ୍ଯ ବୃଷ୍ଟି ଓ ଶଷେ ବୃଷ୍ଟି ପୂର୍ବପରି ଦବେେ।

ଯିଖରିୟ 10:1

ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।

Interlinear

Choose Theme