Home Bibles ଦିତୀୟ ବିବରଣ 21:13 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 21:13 · ଓଡ଼ିଆ ବାଇବେଲ

ଆଉ ତା'ପରେ ସେ ବନ୍ଦୀଥିବା ଅବସ୍ଥା ରେ ପିନ୍ଧିଥିବା ବସ୍ତ୍ର ତ୍ଯାଗ କରି ତକ୍ସ୍ଟମ୍ଭ ଗୃହ ରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକମାସ ବିଳାପ କରିବ। ଏହାପରେ ତୁମ୍ଭେ ତା ସହିତ ମିଳାମିଶା ସହବାସ କରିବ ଓ ତା'ର ସ୍ବାମୀ ହବେ ଏବଂ ସେ ତୁମ୍ଭର ସ୍ତ୍ରୀ ହବେ।

Cross references

ଗୀତସଂହିତା 45:10

ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।

ଲୂକଲିଖିତ ସୁସମାଚାର 14:26

ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।

Interlinear

Choose Theme