Home Bibles ଯିହିଜିକଲ 39:4 · ଓଡ଼ିଆ ବାଇବେଲ
ଯିହିଜିକଲ 39:4 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ତୁମ୍ଭେ ପତିତ ହବେ। ତୁମ୍ଭର ସମସ୍ତ ସୈନ୍ଯ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ଯ ପତିତ ହବେେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି।

Cross references

ଯିଶାଇୟ 34:2

କାରଣ ସଦାପ୍ରଭୁ ଦେଶୀଯ ସମସ୍ତଙ୍କ ବିପକ୍ଷ ରେ ଓ ସମସ୍ତ ସୈନ୍ଯସାମନ୍ତଙ୍କ ପ୍ରତିକୂଳ ରେ ତାଙ୍କର ପ୍ରଚଣ୍ଡ କୋରଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବେ ଓ ସେ ମଧ୍ଯ ସେ ସମସ୍ତଙ୍କର ବିନାଶର କାରଣ ହବେେ।

ଯିରିମିୟ 15:3

ସଦାପ୍ରଭୁ କହନ୍ତି, ଆମ୍ଭେ ଚାରି ପ୍ରକାର ରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା।' 'ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖଚେର ପକ୍ଷୀଗଣ ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତ କରିବା।

ଯିହିଜିକଲ 29:5

ତୁମ୍ଭକୁ ଓ ସମସ୍ତ ମତ୍ସ୍ଯଙ୍କୁ ପ୍ରାନ୍ତର ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ିରହିବ। ତୁମ୍ଭକୁ କହେି ସଂଗ୍ରହ କରିବେ ନାହିଁ ଓ କବର ଦବେେ ନାହିଁ। ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖଚେରମାନଙ୍କର ଖାଦ୍ୟ ହବେ।

ଯିହିଜିକଲ 32:4

ମୁଁ ତୁମ୍ଭକୁ ସ୍ଥଳ ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ି ରହିବ। ମୁଁ ଆକାଶର ପକ୍ଷୀସବୁକୁ ଆଣବି ଓ ସମାନେେ ତୁମ୍ଭକୁ ଭକ୍ଷଣ କରିବେ। ପୁଣି ପୃଥିବୀର ସମୁଦାଯ ପଶୁଗଣଙ୍କୁ ଆଣିବି ଓ ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭକୁ ଭକ୍ଷଣ କରିବେ।

ଯିହିଜିକଲ 33:27

ଏହିରୂପେ ତୁମ୍ଭେ ସମାନଙ୍କେୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ଧ୍ବଂସପ୍ରାପ୍ତ ସ୍ଥାନ ରେ ରହିଥିବା ଲୋକମାନେ ଖଡ୍ଗ ରେ ପତିତ ହବେେ ଏବଂ ଯେଉଁମାନେ ଖାେଲା ପ୍ରାନ୍ତର ରେ ଥିବେ ସମାନଙ୍କେୁ ପଶୁମାନେ ଭକ୍ଷଣ କରିବେ କିନ୍ତୁ ଯେଉଁ ଲୋକମାନେ ଦୃଢ଼ ଦୁର୍ଗ ଓ ଗୁମ୍ଫା ମଧିଅରେ ଲୁଚି ରହିବେ, ସମାନେେ ମହାମାରୀ ରେ ମରିବେ।

ଯିହିଜିକଲ 38:21

ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ମାରେ ସମସ୍ତ ପର୍ବତ ରେ ଖଡ୍ଗକୁ ଗୋଗ ବିରୁଦ୍ଧ ରେ ଆଣିବି। ତାହାର ସୈନ୍ଯସାମନ୍ତମାନେ ଏପରି ବିହ୍ବଳ ହବେେ ସମାନେେ ପରସ୍ପର ବିରୁଦ୍ଧ ରେ ଖଡ୍ଗ ଆଣିବେ।

ଯିହିଜିକଲ 39:17

ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ହେ ମନୁଷ୍ଯ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରେତ୍ୟକକ ବନ୍ଯପଶୁକୁ କୁହ, 'ତୁମ୍ଭମାନେେ ଏକତ୍ର ହାଇେ ଆସ। ଆଉ ତୁମ୍ଭମାନେେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ୟଜ୍ଞର ଚାରିଆଡ଼େ ରୁଣ୍ଡ ହୁଅ। ମୁଁ ଇଶ୍ରାୟେଲ ପର୍ବତଗୁଡ଼ିକ ଉପ ରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାୟଜ୍ଞର ବନ୍ଦୋବସ୍ତ କରୁଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:17

ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।

Interlinear

Choose Theme