Home Bibles ଦିତୀୟ ଶାମୁୟେଲ 21:8 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 21:8 · ଓଡ଼ିଆ ବାଇବେଲ

କିନ୍ତୁ ସେ ସମାନଙ୍କେୁ ଶାଉଲର ଦକ୍ସ୍ଟଇ ପକ୍ସ୍ଟତ୍ର ଅମୌଣି ଓ ମଫୀବୋଶତ୍କକ୍ସ୍ଟ ଦେଲେ, ଯାହାର ମାତା ଅଯାର କନ୍ଯା ରିପ୍ସା ଥିଲେ। ସେ ମଧ୍ଯ ସମାନଙ୍କେୁ ମରୋବଙ୍କର ପାଞ୍ଚପକ୍ସ୍ଟତ୍ର ଦେଲେ। ମରୋବ ଦାଉଦଙ୍କର କନ୍ଯା ୟିଏକି ମହୋଲ୍ଲାର ବର୍ସିଲ୍ଲଯର ପକ୍ସ୍ଟତ୍ର ଅଦ୍ରୀଯଲକେକ୍ସ୍ଟ ବିବାହ କରିଥିଲେ।

Cross references

ପ୍ରଥମ ଶାମୁୟେଲ 18:19

ତେଣୁ ଦାଉଦ ମରବେକକ୍ସ୍ଟ ବିବାହ ପାଇଁ ସମୟ ଆସିଲା। ଶାଉଲ ଏହି ସମୟରେ ମହୋଲାତୀଯ ଅଦ୍ରୀଯଲକେକ୍ସ୍ଟ ସ୍ତ୍ରୀରୂପେ ଦତ୍ତ ହେଲା।

ଦିତୀୟ ଶାମୁୟେଲ 3:7

ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?

Interlinear

Choose Theme