Home Bibles ପ୍ରଥମ ବଂଶାବଳୀ 29:27 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 29:27 · ଓଡ଼ିଆ ବାଇବେଲ

ଏହାପରେ ଦାଉଦ ୟିରୁଶାଲମ ନଗର ରେ ତତେିଶ ବର୍ଷ ପର୍ୟ୍ଯନ୍ତ ରାଜା ଥିଲେ।

Cross references

ଦିତୀୟ ଶାମୁୟେଲ 5:4

ଯେତବେେଳେ ଦାଉଦଙ୍କ ତିରିଷବର୍ଷ ବଯସ ଥିଲା, ସେ ରାଜତ୍ବ କରିବା ଆରମ୍ଭ କଲେ। ସେ ଗ୍ଭଳିଷବର୍ଷ ଧରି ରାଜତ୍ବ କଲେ।

ପ୍ରଥମ ରାଜାବଳୀ 2:11

ଦାଉଦ ଇଶ୍ରାୟେଲ ରେ ଗ୍ଭଳିଶ ବର୍ଷ ରାଜତ୍ବ କରିଥିଲେ। ସେ ହିବ୍ରୋଣ ରେ ସାତବର୍ଷ ଓ ୟିରୁଶାଲମ ରେ ତତେିଶ ବର୍ଷ ରାଜତ୍ବ କରିଥିଲେ।

ପ୍ରଥମ ବଂଶାବଳୀ 3:4

ଦାଉଦ ହିବ୍ରୋଣ ରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହାଇେଥିଇଲେ।

ପ୍ରଥମ ବଂଶାବଳୀ 26:31

ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ୟିରିଯ ସମାନଙ୍କେର ନେତା ଥିଲେ। ଦାଉଦ ଚାଳିଶ ବର୍ଷ ବ୍ଯାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖାଜେି ବାହାର କରିବାକୁ ଆଦେଶ ଦଇେଥିଲେ। ଗିଲିଯଦର ୟା ସରେ ସହର ରେ ବାସ କରୁଥିବା ହିବ୍ରୋଣ୍ ପରିବାର ମଧିଅରେ ଏହିପରି କେତଜେଣ ଲୋକ ମିଳିଲେ।

Interlinear

Choose Theme