ପ୍ରଥମ ରାଜାବଳୀ 2:11 · ଓଡ଼ିଆ ବାଇବେଲ
ଦାଉଦ ଇଶ୍ରାୟେଲ ରେ ଗ୍ଭଳିଶ ବର୍ଷ ରାଜତ୍ବ କରିଥିଲେ। ସେ ହିବ୍ରୋଣ ରେ ସାତବର୍ଷ ଓ ୟିରୁଶାଲମ ରେ ତତେିଶ ବର୍ଷ ରାଜତ୍ବ କରିଥିଲେ।
Cross references
ଦିତୀୟ ଶାମୁୟେଲ 5:4
ଯେତବେେଳେ ଦାଉଦଙ୍କ ତିରିଷବର୍ଷ ବଯସ ଥିଲା, ସେ ରାଜତ୍ବ କରିବା ଆରମ୍ଭ କଲେ। ସେ ଗ୍ଭଳିଷବର୍ଷ ଧରି ରାଜତ୍ବ କଲେ।
ଦିତୀୟ ଶାମୁୟେଲ 5:5
ହିବ୍ରୋଣ ରେ, ସେ ୟିହକ୍ସ୍ଟଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ବ କଲେ; ପକ୍ସ୍ଟଣି ସେ ୟିରକ୍ସ୍ଟଶାଲମ ରେ ସମସ୍ତ ଇଶ୍ରାୟେଲ ଓ ୟିହକ୍ସ୍ଟଦା ଉପରେ ତତେିଶ ବର୍ଷ ରାଜତ୍ବ କଲେ।
ପ୍ରଥମ ବଂଶାବଳୀ 29:26
ୟିଶୀଙ୍କ ପୁତ୍ର ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ଚାଳିଶ ବର୍ଷ ବ୍ଯାପି ରାଜା ଥିଲେ। ଦାଉଦ ହିବ୍ରୋଣ ନଗର ରେ ସାତବର୍ଷ ପର୍ୟ୍ଯନ୍ତ ରାଜା ଥିଲେ।