ସମାଲତ ଦୟାକରି ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁସଯମନ୍ତ ନିଜ ନଗରସରସମାର ପିତା ଓ ମାତାଙ୍କ କବର ନିକଟଲର ମରିବି। ଏଥିପାଇଁ ଆରଣଙ୍କ ଏହି ଦାସକକ୍ସ୍ଟସଫରିୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମାତ୍ର ଆପଣଙ୍କ ଦାସ କିମ୍ହମକକ୍ସ୍ଟସଦଖନ୍ତକ୍ସ୍ଟ,ସସସମାହର ସଦାପ୍ରଭୁ ମହାରାଜଙ୍କ ସଙ୍ଲଗ ପାରସହାଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିସର ଯାହା ଭଲ ଦିଶଲ, ତାହା ତା' ପ୍ରତି କରନ୍ତକ୍ସ୍ଟ।
Cross references
ମୁଁ ମାରେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ ତୁମ୍ଭେ ମାେତେ ଏହି ମିଶର ଦେଶରୁ ନଇୟୋଇ ସମାନଙ୍କେର କବର ସ୍ଥାନ ରେ କବରଶାଯୀ କରିଅ।
ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ମାରେ ମୃତ୍ଯୁ ସମୟ ପ୍ରାଯ ସନ୍ନିକଟ। ପରମେଶ୍ବର ତୁମ୍ଭକୁ ସଦଯ ହୁଅନ୍ତୁ। ସେ ତୁମ୍ଭକୁ ପୁନ୍ନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନଇେ ଯିବେ।
ଏହାପରେ ଇଶ୍ରାୟେଲ ତାଙ୍କୁ ନିର୍ଦ୍ଦେଶ ଦଇେ କହିଲେ, ମୁଁ ଯେତବେେଳେ ମରିବି, ମାରେପୂର୍ବପୁରୁଷମାନଙ୍କ ସହିତ ମାେତେ ଇଫ୍ରୋଣର ହତେୀଯ କ୍ଷତେ ରେ କବର ଦିଅ।
ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନଇେ ମକ୍ପଲୋ କ୍ଷେତ୍ରର ଗୁହା ରେ କବର ଦେଲେ। ମମ୍ରି ନିକଟସ୍ଥ ସହେି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହତେୀଯଠାରୁ ଅବ୍ରହାମଙ୍କ ଦ୍ବାରା କିଣା ୟାଇଥିଲା।
ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।
ରାଜା ୟର୍ଦ୍ଦନ ପାରସହାଇ ଗିଲଗଲକକ୍ସ୍ଟ ଗଲଲ ଓ କିମ୍ହମ୍ ତାଙ୍କ ସଙ୍ଲଗ ପାରସହାଇଗଲଲ। ପକ୍ସ୍ଟଣି ୟିହକ୍ସ୍ଟଦାର ସମସ୍ତସଲାକ ମଧ୍ଯ ଇଶ୍ରାଲୟଲର ଅର୍ଦ୍ଧଲକସଲାକ ରାଜାଙ୍କକ୍ସ୍ଟ ଘଲନି ଆସିଲଲ।
ଗିଲିଯଦୀଯରୁ ବର୍ସିଲ୍ଲଯର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମଜେ ନିକଟରେ ସମାନଙ୍କେ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଯନ କଲା ବେଳେ ସମାନେେ ମାେତେ ସାହାୟ୍ଯ କରିଥିଲେ।
ନାଥନର ପୁତ୍ର ଅସରିଯ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ଯ ଥିଲା ଓ
ସଦାପ୍ରଭୁ ତୁମ୍ଭଙ୍କୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନ ରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫରେି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ହବେ ନାହିଁ।
ୟୋହାନନ୍ ଓ ଅନ୍ୟ ସନୋପତିଗଣ କଲଦୀଯମାନଙ୍କୁ ଭୟ କଲେ। କାରଣ ଇଶମାଯଲେ ବାବିଲ ରାଜାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ଗଦଲିଯକୁ ହତ୍ଯା କରିଥିଲେ। ତେଣୁ ୟୋହାନନ୍ କଲଦୀଯମାନେ ରାଗିଥିବେ ବୋଲି ଭୟ କଲେ।
ପ୍ରଭୁ! ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତି ରେ ମରିବାକୁ ଦିଅ।
ମାେ ଜୀବନ ମୁଁ ପରମେଶ୍ବରଙ୍କୁ ଉତ୍ସର୍ଗ କରିଦଇେଛି। ମାେ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି।
ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।