Home Bibles ଦିତୀୟ ଶାମୁୟେଲ 19:40 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:40 · ଓଡ଼ିଆ ବାଇବେଲ

ରାଜା ୟର୍ଦ୍ଦନ ପାରସହାଇ ଗିଲଗଲକକ୍ସ୍ଟ ଗଲଲ ଓ କିମ୍ହମ୍ ତାଙ୍କ ସଙ୍ଲଗ ପାରସହାଇଗଲଲ। ପକ୍ସ୍ଟଣି ୟିହକ୍ସ୍ଟଦାର ସମସ୍ତସଲାକ ମଧ୍ଯ ଇଶ୍ରାଲୟଲର ଅର୍ଦ୍ଧଲକସଲାକ ରାଜାଙ୍କକ୍ସ୍ଟ ଘଲନି ଆସିଲଲ।

Cross references

ଆଦି ପୁସ୍ତକ 49:10

ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

ଦିତୀୟ ଶାମୁୟେଲ 19:11

ରାଜା ଦାଉଦ ସାଲଦାକ୍ ଓ ଅବିଯାଥରଙ୍କକ୍ସ୍ଟ ଯାଜକମାନଙ୍କ ନିକଟକକ୍ସ୍ଟସଗାଟିଏ ବାର୍ତ୍ତା ପଠାଇଲଲ। ଦାଉଦ କହିଲଲ, ତୁମ୍ଲଭମାଲନ ୟାଅ ଓ ୟିହକ୍ସ୍ଟଦାର ପ୍ରାଚୀନବର୍ଗମାନଙ୍କୁ କକ୍ସ୍ଟହ, 'ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଆଣିବା ପାଇଁ ସସମ୍ତ ଇଶ୍ରାଲୟଲ କହନ୍ତି। ତାସହଲଲ ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଫଲରାଇ ଆଣିବା ପାଇଁ ତୁମ୍ଲଭମାଲନ କାହିଁକି ଅନ୍ତିମସଗାଷ୍ଠୀସହଉଛ?

ମାଥିଉଲିଖିତ ସୁସମାଚାର 21:9

ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:

Interlinear

Choose Theme