Home Bibles ଦିତୀୟ ଶାମୁୟେଲ 19:31 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:31 · ଓଡ଼ିଆ ବାଇବେଲ

ଗିଲିଯଦୀଯ ବର୍ସିଲ୍ଲଯ ରୋଗଲୀମରକ୍ସ୍ଟ ଆସିଲା।ସସ ରାଜାଙ୍କକ୍ସ୍ଟ ୟର୍ଦ୍ଦନ ନଦୀ ପାର କରାଇ ସକ୍ସ୍ଟରକ୍ଷାସଦବା ପାଇଁ ତାଙ୍କ ସଙ୍ଲଗ ପାରସହାଇଗଲା।

Cross references

ଦିତୀୟ ଶାମୁୟେଲ 17:27

ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।

ପ୍ରଥମ ରାଜାବଳୀ 2:7

ଗିଲିଯଦୀଯରୁ ବର୍ସିଲ୍ଲଯର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମଜେ ନିକଟରେ ସମାନଙ୍କେ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଯନ କଲା ବେଳେ ସମାନେେ ମାେତେ ସାହାୟ୍ଯ କରିଥିଲେ।

ଏଜ୍ରା 2:61

ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ଯାତି ହାଇେଥିଲା।

ନିହିମିୟା 7:63

ଯାଜକମାନଙ୍କ ପରିବାର ମଧ୍ଯରୁ ହବାଯ, ହକୋସ ଓ ବର୍ସିଲ୍ଲଯର ବଂଶଧର। ଏହି ବର୍ସିଲ୍ଲଯ ଗିଲିଯଦୀଯ ବସିଲ୍ଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ଯାତ ହେଲା।

Interlinear

Choose Theme