Home Bibles ଦିତୀୟ ରାଜାବଳୀ 15:20 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 15:20 · ଓଡ଼ିଆ ବାଇବେଲ

ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ।

Cross references

ରୂତର ବିବରଣ 2:1

ବୈଥିଲହମେ ରେ ଜଣେ ଧନୀ ବ୍ଯକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋଯାଜ। ବୋଯାଜ ଥିଲେ ଏଲିମଲକରେ ପରିବାରରକ୍ସ୍ଟ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧକ୍ସ୍ଟ।

ଦିତୀୟ ଶାମୁୟେଲ 19:32

ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।

ଦିତୀୟ ରାଜାବଳୀ 15:29

ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ରାଜାବଳୀ 17:3

ତାଙ୍କ ବିରୁଦ୍ଧ ରେ ଅଶୂରର ରାଜା ଶଲ୍ମନଷେର ୟୁଦ୍ଧ କରିବାକୁ ଆସିଲେ। ସେ ତାଙ୍କୁ ପରାସ୍ତ କରି ନିଜର ଅଧିନସ୍ଥ କଲେ। ତେଣୁ ହାେେଶୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ଯକ୍ତିଗତ ଭାବରେ ଦାନ ଦେଲେ।

ଦିତୀୟ ରାଜାବଳୀ 18:14

ଏହାପରେ ଯିହୁଦାର ରାଜା ହିଜକିଯ ଲାଖୀଶକୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, ମୁଁ ପାପ କରିଅଛି, ଦୟାକରି ମାେ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣା ମାେ ଠାରୁ ଯାହା ଗ୍ଭହିଁବେ ମୁଁ ଦବୋକୁ ପ୍ରସ୍ତୁତ ଅଛି।

ଦିତୀୟ ରାଜାବଳୀ 23:35

ଯିହାୟୋକୀମ୍ ଫାରୋକୁ ସହେି ସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସା ରେ ସହେି ରେ ୗପ୍ୟ ଓ ସୁବର୍ଣ୍ଣ ଦବୋ ନିମିତ୍ତ ସେ ଦସବୋସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦବୋ ପାଇଁ ନିରୁପିତ କର ଅନୁସାରେ ଦେଶବାସୀଙ୍କଠାରୁ ସହେି ରୂପା ଓ ସୁନା ଆଦାଯ କଲେ।

ଆୟୁବ ପୁସ୍ତକ 1:3

ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।

Interlinear

Choose Theme