Home Bibles ଦିତୀୟ ଶାମୁୟେଲ 17:12 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:12 · ଓଡ଼ିଆ ବାଇବେଲ

ସେଥିପାଇଁ ସମାନେେ ଯେଉଁଠା ରେ ଲକ୍ସ୍ଟଚନ୍ତକ୍ସ୍ଟ ନା, ଆମ୍ଭମାନେେ ସଠାେରେ ଉପସ୍ଥିତ ହବେକ୍ସ୍ଟ ଓ ଭୂମିରେ ଶିଶିର ପଡିବାପରି ତାଙ୍କ ଉପରେ ପଡିବକ୍ସ୍ଟ। ଏବଂ ଆମ୍ଭମାନେେ ଦାଉଦ ଓ ତାଙ୍କର ଲୋକମାନଙ୍କୁ ହତ୍ଯା କରିବକ୍ସ୍ଟ ଜଣକକ୍ସ୍ଟ ବି ଜୀବନ୍ତ ଛାଡିବକ୍ସ୍ଟ ନାହିଁ।

Cross references

ପ୍ରଥମ ଶାମୁୟେଲ 23:23

ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।

ପ୍ରଥମ ରାଜାବଳୀ 20:10

ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

ଦିତୀୟ ରାଜାବଳୀ 18:23

ଏବେ ମୁଁ ବିନଯ କରୁଅଛି, ମାେ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ବ ଦବେି। ତୁମ୍ଭେ ଯଦି ପାରୁଛ ତବେେ ସମାନଙ୍କେ ଉପରେ ଚଢିବା ପାଇଁ ତୁମ୍ଭ ଆଡୁ ଲୋକ ଆଣ।

ଦିତୀୟ ରାଜାବଳୀ 19:24

ଆମ୍ଭେ ନୂତନ ସ୍ଥାନ ରେ କୂପ ଖାେଳିଅଛୁ ଓ ଜଳପାନ କରିଅଛୁ। ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିବା ଓ ଦେଶ ରେ ପଦ ଗ୍ଭରଣ କରିବା।

ଯିଶାଇୟ 10:13

ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

ଓବଦିୟ 1:3

ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'

Interlinear

Choose Theme