Home Bibles ☰ Books ଦିତୀୟ ଶାମୁୟେଲ 17:11 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:11 · ଓଡ଼ିଆ ବାଇବେଲ

ମାତ୍ର ମାରେ ମନ୍ତ୍ରଣା ଏହି ଯେ, ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ସମକ୍ସ୍ଟଦ୍ର ଓ ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ ଅସଂଖ୍ଯ ହାଇେ ଆପଣଙ୍କ ନିକଟରେ ସଂଗୃହିତ ହକ୍ସ୍ଟଅନ୍ତକ୍ସ୍ଟ। ଆପଣ ସ୍ବଯଂ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତକ୍ସ୍ଟ।

Cross references

ଆଦି ପୁସ୍ତକ 13:16

ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

ଆଦି ପୁସ୍ତକ 22:17

ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

ଯିହୋଶୂୟ 11:4

ତହିଁରେ ସମାନେେ ନିଜର ସୈନ୍ଯମାନଙ୍କ ସହିତ ଅଶ୍ବାରୋହୀ, ରଥା ରୋହୀମାନଙ୍କ ସହିତ ଏକତ୍ରୀତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ଯ ଛାଉଣୀ। ଏହା ଦଖାେ ଯାଉଥିଲା ସତେ ଯେପରି, ସମକ୍ସ୍ଟଦ୍ର ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ, ଶସ୍ଯ କ୍ଷେତ୍ର ପରି।

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ଦିତୀୟ ଶାମୁୟେଲ 3:10

ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦା ଏବଂ ଇଶ୍ରାୟେଲର ରାଜା କରିବେ। ସେ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ ଶାସନ କରିବେ। ଏବଂ ମୁ ଭାବକ୍ସ୍ଟଛି, ସଦାପ୍ରଭୁ ମାେ ଉପରେ ଅନ୍ଯାଯ କରିବେ ଯଦି ମୁ ତାହା ନକରେ।

ଦିତୀୟ ଶାମୁୟେଲ 12:28

ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରୀତ କରି ନଗର ନିକଟରେ ଛାଉଣୀ ସ୍ଥାପନ କରି ତାହା ହସ୍ତଗତ କରନ୍ତକ୍ସ୍ଟ। ନୋହିଲେ ମୁ ଏହାକକ୍ସ୍ଟ ହସ୍ତଗତ ଓ ମାେ ନାମାନକ୍ସ୍ଟସା ରେ ଖ୍ଯାତ କରିବି।

ଦିତୀୟ ଶାମୁୟେଲ 24:2

ରାଜା ଦାଉଦ ତାଙ୍କର ସନୋପତି ଯୋୟାବକକ୍ସ୍ଟ ଡାକି କହିଲେ, ତୁମ୍ଭମାନେେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ବଂଶ ଦଇେ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହା ହେଲେ ମୁ ଲୋକମାନଙ୍କର ସଂଖ୍ଯା ଜାଣି ପାରିବି।

ପ୍ରଥମ ରାଜାବଳୀ 4:20

ଇଶ୍ରାୟେଲ ଓ ଯିହୁଦା ରେ ବହୁ ଲୋକ ଥିଲେ। ସମାନେେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅକଳନ ଥିଲେ। ମାତ୍ର ସମାନେେ ୟଥେଷ୍ଟ ଖାଦ୍ୟ ପାନୀଯ ସହିତ ସୁଖ ରେ କାଳାତିପାତ କରୁଥିଲେ।

ପ୍ରଥମ ରାଜାବଳୀ 20:10

ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

ଗୀତସଂହିତା 7:15

ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

Interlinear

Choose Theme