Home Bibles ☰ Books ଦିତୀୟ ରାଜାବଳୀ 19:24 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 19:24 · ଓଡ଼ିଆ ବାଇବେଲ

ଆମ୍ଭେ ନୂତନ ସ୍ଥାନ ରେ କୂପ ଖାେଳିଅଛୁ ଓ ଜଳପାନ କରିଅଛୁ। ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିବା ଓ ଦେଶ ରେ ପଦ ଗ୍ଭରଣ କରିବା।

Cross references

ଯାତ୍ରା ପୁସ୍ତକ 15:9

ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ଦିତୀୟ ଶାମୁୟେଲ 17:13

ଆହକ୍ସ୍ଟରି ଯବେେ କୌଣସି ନଗରକକ୍ସ୍ଟ ୟାଇଥିବେ, ତବେେ ସମସ୍ତ ଇଶ୍ରାୟେଲୀୟମାନେ ସହେି ନଗରକକ୍ସ୍ଟ ଦଉଡି ନଇେ ପଳାଯନ କରିବେ ଓ ଆମ୍ଭମାନେେ ନଗରର ପ୍ରାଚୀରକକ୍ସ୍ଟ ଭାଙ୍ଗି ଦବେକ୍ସ୍ଟ ଗୋଟିଏ ଗୋଡି ନରହିବା ପର୍ୟ୍ଯନ୍ତ ଆମ୍ଭମାନେେ ତାହା ଉପତ୍ୟକାକକ୍ସ୍ଟ ଟାଣିଦବେକ୍ସ୍ଟ।

ପ୍ରଥମ ରାଜାବଳୀ 20:10

ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

ଯିଶାଇୟ 19:6

ସମସ୍ତ ନଦୀ ଦୁର୍ଗନ୍ଧ ହବେ। ମିଶରର ସମସ୍ତ ନାଳ ଶୁଷ୍କ ହାଇେ ଜଳଶୂନ୍ଯ ହବେ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।

ଦାନିଏଲ 4:30

ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

Interlinear

Choose Theme