ଦିତୀୟ ଶାମୁୟେଲ 17:13 · ଓଡ଼ିଆ ବାଇବେଲ
ଆହକ୍ସ୍ଟରି ଯବେେ କୌଣସି ନଗରକକ୍ସ୍ଟ ୟାଇଥିବେ, ତବେେ ସମସ୍ତ ଇଶ୍ରାୟେଲୀୟମାନେ ସହେି ନଗରକକ୍ସ୍ଟ ଦଉଡି ନଇେ ପଳାଯନ କରିବେ ଓ ଆମ୍ଭମାନେେ ନଗରର ପ୍ରାଚୀରକକ୍ସ୍ଟ ଭାଙ୍ଗି ଦବେକ୍ସ୍ଟ ଗୋଟିଏ ଗୋଡି ନରହିବା ପର୍ୟ୍ଯନ୍ତ ଆମ୍ଭମାନେେ ତାହା ଉପତ୍ୟକାକକ୍ସ୍ଟ ଟାଣିଦବେକ୍ସ୍ଟ।
Cross references
ମୀଖା 1:6
ତେଣୁ ଆମ୍ଭେ ଶମରିଯାକୁ ଧ୍ବଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ର ରେ ପରିଣତ କରିବା। କବଳେ ତା'ର ମୂଳଦୁଆକୁ ଛାଡି ଆମ୍ଭେ ଶମରିଯାର ସମସ୍ତ ପଥରଗୁଡିକୁ ଉପତ୍ୟକା ଭିତରକୁ ଫିଙ୍ଗିବା।
ମାଥିଉଲିଖିତ ସୁସମାଚାର 24:2
ଯୀଶୁ ସମାନଙ୍କେୁ ପଚାରିଲେ, ଏହି ଭବନଗୁଡ଼ିକୁ ତୁମ୍ଭମାନେେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ସବୁତକ ଭବନ ଧ୍ବଂସ ହାଇଯେିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼ଇେ ହାଇେ ପଡ଼ିବ।