Home Bibles ଦିତୀୟ ଶାମୁୟେଲ 19:17 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:17 · ଓଡ଼ିଆ ବାଇବେଲ

ବିନ୍ଯାମୀନ ପରିବାରବର୍ଗର 1,000ସଲାକ ଶିମିଯି ସଙ୍ଗସର ଆସିଲଲ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପକ୍ସ୍ଟଅଙ୍କକ୍ସ୍ଟ ଓସକାଡିଏ ଜଣ ଗ୍ଭକରକକ୍ସ୍ଟ ଆଣିଲଲ। ଏ ସମସ୍ତସଲାକ ୟର୍ଦ୍ଦନ ନଦୀ ପାରସହାଇ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ୟାଇଥିଲଲ।

Cross references

ଦିତୀୟ ଶାମୁୟେଲ 3:16

ତା'ର ସ୍ବାମୀ ରୋଦନ କଲା ଏବଂ ବହକ୍ସ୍ଟରୀମ ପର୍ୟ୍ଯନ୍ତ ତାକକ୍ସ୍ଟ ଅନକ୍ସ୍ଟସରଣ କଲା। ତା'ପରେ ଅବନର ପଲଟିଯଲଙ୍କେକ୍ସ୍ଟ କହିଲା, ୟାଅ, ଫରେିୟାଅ, ତା'ପରେ ସେ ଫରେିଗଲା।

ଦିତୀୟ ଶାମୁୟେଲ 9:2

ସୀବଃ ନାମକ ଏକ ଗ୍ଭକର ସାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଡକା ହାଇେଥିଲା। ଏବଂ ରାଜା ପଚାରିଲେ, ତୁମ୍ଭେ କ'ଣ ସୀବଃ?

ଦିତୀୟ ଶାମୁୟେଲ 9:10

ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ରମାନେ ଓ ତୁମ୍ଭର ସବେକଗଣ ତୁମ୍ଭମାନଙ୍କର ମୂନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକକ୍ସ୍ଟ ଚାଷ କରିବ ଓ ସେଥିରକ୍ସ୍ଟ ଉତ୍ପନ୍ନ ଶସ୍ଯ ଆଣି ତାଙ୍କୁ ଦବେ। କିନ୍ତୁ ସେ ମାେ ସହିତ ସବୁ ବେଳେ ଭୋଜନ କରିବ।

ଦିତୀୟ ଶାମୁୟେଲ 16:1

ଦାଉଦ ପର୍ବତ ଶୃଙ୍ଗ ପାର ହାଇେ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦକ୍ସ୍ଟଇଟି ଗଧ ସଙ୍ଗ ରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପୋଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳିନ ଫଳ ଏବଂ ଏକ କକ୍ସ୍ଟମ୍ଫା ଦ୍ରାକ୍ଷାରସ ଥିଲା।

ଦିତୀୟ ଶାମୁୟେଲ 16:5

ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।

ଦିତୀୟ ଶାମୁୟେଲ 19:26

ମଫୀବୋଶତ୍ ଉତ୍ତରସଦଲା, ସହସମାର ପ୍ରଭକ୍ସ୍ଟ ମହାରାଜ,ସମାର ଦାସସମାଲତ ପ୍ରବଞ୍ଚନା କଲା। ମୁ ତସଛାଟାସତଣୁ ମୁସମା ଦାସ ସୀବଃକକ୍ସ୍ଟ କହିଲି, 'ଏକ ଗଧ ସଜାଇବା ପାଇଁ,ସଯଉଁଥିସର ମୁ ୟାଇସମାରରାଜାଙ୍କକ୍ସ୍ଟସଦଖା କରିବି।'

ପ୍ରଥମ ରାଜାବଳୀ 2:8

ସ୍ମରଣ କର, ବିନ୍ଯାମୀନୀଯ ଗରୋର ପୁତ୍ର ବହୁରୀମ ନିବାସୀ ଶିମିଯି ତୁମ୍ଭ ସହିତ ଅଛି। ମୁଁ ମହନଯିମକୁ ପଳାଯନ କଲା ଦିନ ସେ ମାେତେ ଏକ ଜଘନ୍ଯ ଅଭିଶାପ ଦଲୋ। ସେ ୟର୍ଦ୍ଦନ ନିକଟରେ ମାେତେ ଦେଖିବାକୁ ଆସିଥିଲା, କିନ୍ତୁ ମୁଁ ତାକୁ ହତ୍ଯା ନ କରିବା ପାଇଁ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରିଥିଲି।

Interlinear

Choose Theme