ଦିତୀୟ ଶାମୁୟେଲ 15:28 · ଓଡ଼ିଆ ବାଇବେଲ
ତୁମ୍ଭମାନଙ୍କ ଠାରକ୍ସ୍ଟ ମାେ ପାଖକକ୍ସ୍ଟ ତଥ୍ଯ ବାର୍ତ୍ତା ଆସିବା ପର୍ୟ୍ଯନ୍ତ ଯେଉଁଠା ରେ ମରକ୍ସ୍ଟଭୂମିକକ୍ସ୍ଟ ୟିବା ପାଇଁ ନଦୀ ପାରି ହକ୍ସ୍ଟଅନ୍ତି ସଠାେରେ ମୁ ଅପେକ୍ଷା କରି ରହିବି।
Cross references
ଦିତୀୟ ଶାମୁୟେଲ 15:23
ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।
ଦିତୀୟ ଶାମୁୟେଲ 16:2
ରାଜା ଦାଉଦ ସୀବଃକକ୍ସ୍ଟ ପଚାରିଲେ, ଏଗକ୍ସ୍ଟଡିକ କାହା ପାଇଁ?
ଦିତୀୟ ଶାମୁୟେଲ 17:1
ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ମୁ 12,000 ଲୋକ ବାଛିବି ଓ ଆଜି ରାତି ରେ ଦାଉଦଙ୍କର ପେଛ ୟାଅ।
ଦିତୀୟ ଶାମୁୟେଲ 17:16
ତେଣୁ ଶିଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକକ୍ସ୍ଟ ପଠାଅ ଏବଂ ତାଙ୍କୁ କକ୍ସ୍ଟହ। ସହେିଠା ରେ ରାତ୍ରି କଟାଅ ନାହିଁ, ଯେଉଁଠା ରେ ଲୋକମାନେ ମରକ୍ସ୍ଟଭୂମି ଭିତରକକ୍ସ୍ଟ ପାର ହାଇେଥିଲେ। ଏକାଥରେ ୟର୍ଦ୍ଦନ ନଦୀ ପାର ହାଇେ ଗ୍ଭଲିୟାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହବେେ।