Home Bibles ☰ Books ଦିତୀୟ ଶାମୁୟେଲ 17:1 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 17:1 · ଓଡ଼ିଆ ବାଇବେଲ

ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ମୁ 12,000 ଲୋକ ବାଛିବି ଓ ଆଜି ରାତି ରେ ଦାଉଦଙ୍କର ପେଛ ୟାଅ।

Cross references

ଗୀତସଂହିତା 3:3

କିନ୍ତୁ ହେ ସଦାପ୍ରଭୁ, ଏହା କବଳେ ତୁମ୍ଭେ ୟିଏକି ମାରେ ଢ଼ାଲ ସ୍ବରୂପ। ତୁମ୍ଭେ ମାରେ ମହିମା। ତୁମ୍ଭେ ହିଁ ମାେତେ ପ୍ରାଧାନ୍ଯ ଦଇେଛ।

ଗୀତସଂହିତା 4:8

ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ।

ଗୀତସଂହିତା 109:2

ଦୁଷ୍ଟ ଲୋକମାନେ ମାେ ବିରୁଦ୍ଧରେ ମିଛ କହନ୍ତି। ସମାନେେ ଯେଉଁ କଥା କୁହନ୍ତି ତାହା ସତ୍ଯ ନୁହେଁ।

ହିତୋପଦେଶ 1:16

ସହେି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥାନ୍ତି। ସମାନେେ ସର୍ବଦା ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି।

ହିତୋପଦେଶ 4:16

ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।

ଯିଶାଇୟ 59:7

ସମାନଙ୍କେର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସମାନେେ ନିର୍ଦ୍ ଦୋଷ ରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସମାନଙ୍କେର ଚିନ୍ତାସବୁ ଅଧର୍ମର ଚିନ୍ତା। ସମାନଙ୍କେ ପଥରେ ଧ୍ବଂସ ଓ ବିନାଶ ଥାଏ।

Interlinear

Choose Theme