ଦିତୀୟ ଶାମୁୟେଲ 15:29 · ଓଡ଼ିଆ ବାଇବେଲ
ଏଣୁ ସାଦୋକ ଓ ଅବିଯାଥର ପକ୍ସ୍ଟନର୍ବାର ଯିରୁଶାଲମକୁ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଗଲେ ଓ ସମାନେେ ସଠାେରେ ରହିଲେ।
Cross references
ଦିତୀୟ ଶାମୁୟେଲ 19:11
ରାଜା ଦାଉଦ ସାଲଦାକ୍ ଓ ଅବିଯାଥରଙ୍କକ୍ସ୍ଟ ଯାଜକମାନଙ୍କ ନିକଟକକ୍ସ୍ଟସଗାଟିଏ ବାର୍ତ୍ତା ପଠାଇଲଲ। ଦାଉଦ କହିଲଲ, ତୁମ୍ଲଭମାଲନ ୟାଅ ଓ ୟିହକ୍ସ୍ଟଦାର ପ୍ରାଚୀନବର୍ଗମାନଙ୍କୁ କକ୍ସ୍ଟହ, 'ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଆଣିବା ପାଇଁ ସସମ୍ତ ଇଶ୍ରାଲୟଲ କହନ୍ତି। ତାସହଲଲ ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଫଲରାଇ ଆଣିବା ପାଇଁ ତୁମ୍ଲଭମାଲନ କାହିଁକି ଅନ୍ତିମସଗାଷ୍ଠୀସହଉଛ?
ମାର୍କଲିଖିତ ସୁସମାଚାର 2:26
ତୁମ୍ଭମାନେେ କ'ଣ ପଢିନାହଁ ଯେ, ଅବିଯାଥାର ମହାୟାଜକ ଥିବା ସମୟରେ ଦାଉଦ ପରମେଶ୍ବରଙ୍କ ମନ୍ଦିର ରେ ପ୍ରବେଶ କରି ପରମେଶ୍ବରଙ୍କୁ ଅର୍ପଣ କରାଯାଇ ଥିବା ଖାଦ୍ୟ ଖାଇଥିଲେ? ମାଶାଙ୍କେ ନିୟମ ଅନୁସାରେ ଯାଜକମାନେ କବଳେ ସହେି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ଯତୀତ ଆଉ କାହାରିକୁ ସହେି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ଯ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦଇେଥିଲେ।