ରାଜା ଦାଉଦ ସୀବଃକକ୍ସ୍ଟ ପଚାରିଲେ, ଏଗକ୍ସ୍ଟଡିକ କାହା ପାଇଁ?
Cross references
ଅବିମଲକେ ଅବ୍ରହାମକୁ ପଚ଼ାରିଲେ, କାହିଁକି ତୁମ୍ଭେ ଏହି ସାତଟା ମଷେକୁ ଅଲଗା କଲ?
ଏଲଷୗ କହିଲଲ, ମୁଁ ଆସିବା ସମୟଲରସଯଉଁମାନଙ୍କୁସଦଖିଲିସସମାଲନ କିଏ?ସସ ପଶୁଗୁଡ଼ିକ କାହା ନିମନ୍ଲତ ନଲଉଛନ୍ତି।
ହେ ଶ୍ବତଗେର୍ଦ୍ଧଭୀ-ଆରୋହିମାନେ, ହେ ଗାଲିଗ୍ଭ ରେ ବସିବା ଲୋକମାନେ, ହେ ପଥର ରେ ଗମନକାରୀମାନେ! ତୁମ୍ଭମାନେେ ଗାନ କର।
ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।
ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।
ଜଣେ ସୈନିକ ଯୋନାଥନକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ବାପା ୈସନ୍ଯମାନଙ୍କୁ ବାଧ୍ଯ କରିଛନ୍ତି ୟିଏ ଆଜି ଖାଇବ, ସେ ଦଣ୍ତିତ ହବେ। ତେଣୁ ଲୋକମାନେ ଖାଇ ନାହାଁନ୍ତି ଓ ଦୁର୍ବଳ ଅନକ୍ସ୍ଟଭବ କରୁଛନ୍ତି।
ବର୍ତ୍ତମାନ ମୁ ଆଣିଥିବା ଭଟେି, ଦୟାକରି ଆପଣଙ୍କର ଲୋକମାନଙ୍କୁ ଦିଅନ୍ତକ୍ସ୍ଟ।
ଏହାପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ବମାନ ପାଇଲା। ଆଉ ସେ ଯେତବେେଳେ ଘୋଡାଗାଡି ଆରୋହଣ କଲା, ପଗ୍ଭଶ ଜଣ ଲୋକ ତା' ସମ୍ମକ୍ସ୍ଟଖକକ୍ସ୍ଟ ଦୌଡି ଆସିଲେ।
ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।
ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।
ମଫୀବୋଶତ୍ ଉତ୍ତରସଦଲା, ସହସମାର ପ୍ରଭକ୍ସ୍ଟ ମହାରାଜ,ସମାର ଦାସସମାଲତ ପ୍ରବଞ୍ଚନା କଲା। ମୁ ତସଛାଟାସତଣୁ ମୁସମା ଦାସ ସୀବଃକକ୍ସ୍ଟ କହିଲି, 'ଏକ ଗଧ ସଜାଇବା ପାଇଁ,ସଯଉଁଥିସର ମୁ ୟାଇସମାରରାଜାଙ୍କକ୍ସ୍ଟସଦଖା କରିବି।'
ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
ଯେତବେେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଚାରିବେ, ଏହାର ଅର୍ଥ କ'ଣ ? ଆମ୍ଭମାନଙ୍କୁ ବୁଝାଇ ଦିଅ।