Home Bibles ଦିତୀୟ ଶାମୁୟେଲ 13:38 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 13:38 · ଓଡ଼ିଆ ବାଇବେଲ

ଏହାପରେ ଅବଶା ଲୋମ ଗଶୂରକକ୍ସ୍ଟ ପଳାଇ ସଠାେରେ ତିନିବର୍ଷ ଧରି ରହିଲା।

Cross references

ଦିତୀୟ ଶାମୁୟେଲ 3:3

କର୍ମିଲୀଯ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରକ୍ସ୍ଟ ଜନ୍ମ ହେଲ ଦ୍ବିତୀୟ ପକ୍ସ୍ଟତ୍ର କିଲାବ୍ ଏବଂ ତୃତୀୟ ପକ୍ସ୍ଟତ୍ର ହେଲ ଅବ୍ଶାଲୋମ୍, ସେ ଗଶୂରର ରାଜା ତଲ୍ମଯର କନ୍ଯା ମାଖାରର ପକ୍ସ୍ଟତ୍ର।

ଦିତୀୟ ଶାମୁୟେଲ 14:13

ସ୍ତ୍ରୀ ଲୋକଟି କହିଲା, ତବେେ ଆପଣ କାହିଁକି ପରମେଶ୍ବରଙ୍କ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକକ୍ସ୍ଟ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପକ୍ସ୍ଟତ୍ରକକ୍ସ୍ଟ ଫରୋଇ ଆଣକ୍ସ୍ଟ ନାହାଁନ୍ତି।

ଦିତୀୟ ଶାମୁୟେଲ 14:23

ଯୋୟାବ ଉଠି ଗଶୂରକକ୍ସ୍ଟ ୟାଇ ଅବଶା ଲୋମକକ୍ସ୍ଟ ଯିରୁଶାଲମକୁ ଆଣିଲା।

ଦିତୀୟ ଶାମୁୟେଲ 14:32

ଅବଶାଲୋମ ଯୋୟାବକକ୍ସ୍ଟ କହିଲା, ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ବାର୍ତ୍ତାବହ ପଠାଇଲି, ମୁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକକ୍ସ୍ଟ ମୁ ତୁମ୍ଭକୁ ରାଜାଙ୍କ ନିକଟକକ୍ସ୍ଟ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମାେତେ ଗଶୂରରକ୍ସ୍ଟ ଡକାଇଲ? ତେଣୁ, ମାରଗେଶୂର ରେ ରହିବା ଭଲ। ଠିକ୍ ଅଛି, ତବେେ ବର୍ତ୍ତମାନ ମାେତେ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ଦିଅନ୍ତକ୍ସ୍ଟ। ଯଦି ମୁ ପାପ କରିଥାଏ ତବେେ ସେ ମାେତେ ହତ୍ଯା କରିବା ଉଚିତ୍।

ଦିତୀୟ ଶାମୁୟେଲ 15:8

ଅବଶା ଲୋମ କହିଲେ, ମୁ ଅରାମର ଗଶୂର ରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, 'ଯଦି ରାଜା ମାେତେ ଯିରୁଶାଲମକୁ ଫରେି ଆସିବାକକ୍ସ୍ଟ କହନ୍ତି ତବେେ ମୁ ସଦାପ୍ରଭୁଙ୍କର ସବୋ କରିବି।'

Interlinear

Choose Theme