ସେ କହିଲା, ମାରେ ରାଜା ସଦାପ୍ରଭୁ ଦୟାକରି ମାେତେ କିଛି କହିବା ପାଇଁ ଦିଅନ୍ତକ୍ସ୍ଟ।
Cross references
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ମାେ ଉପରେ କୋରଧ କରନ୍ତୁ ନାହିଁ। ମାେତେ ଶଷେ ଥର ପାଇଁ ଅନୁମତି ମିଳୁ। ଯଦି ତୁମ୍ଭେ ସଠାେରେ ଦଶଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ଏପରି କରିବ?
ଏହାପରେ ଯିହୁଦା ଯୋଷଫଙ୍କେ ନିକଟକୁ ୟାଇ କହିଲେ, ହେ ମହାଶୟ, ମାେତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମାେ ଉପରେ କୋରଧ କର ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ଯ।
ଅବୀଗଲ ଦାଉଦଙ୍କ ଚରଣ ରେ ପଡି କହିଲା, ହେ ମାରେ ପ୍ରଭକ୍ସ୍ଟ, ମାରେ କଥା ଟିକେ ଶକ୍ସ୍ଟଣନ୍ତକ୍ସ୍ଟ। ଯାହାସବୁ ଘଟିଗଲା, ସେଥି ରେ ମାେତେ ଦୋଷ ଦିଅନ୍ତକ୍ସ୍ଟ।
ଯୋୟାବ ସ୍ତ୍ରୀ ଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସହେି ସ୍ତ୍ରୀ ପଗ୍ଭରିଲା, ତୁମ୍ଭେ କ'ଣ ଯୋୟାବ?
ସେ କହିଲେ, ମାରେ ତୁମ୍ଭକୁ କିଛି କହିବାର ଅଛି। ବତ୍ଶବୋ କହିଲେ, କୁହ।
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?
ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ନିଜ ସପକ୍ଷ ରେ କହିବା ପାଇଁ ଅନୁମତି ଦିଆଗଲା।