ତେଣୁ ସମାନେେ ଯହେୂ ନିକଟକୁ ଫରେିଆସି ସବୁକଥା କହିଲେ। ଯହେୂ କହିଲେ, ସଦାପ୍ରଭୁ ଆପଣା ଦାସ ତିଶ୍ବୀଯକୁ ଏଲିଯ ଏହି ବାର୍ତ୍ତା ଦଇେଥିଲେ। ଏଲିଯ କହିଥିଲେ, 'କୁକୁରମାନେ ୟିଷ୍ରିଯଲେୀଯ ଭୂମିରେ ଇଷବଲରେ ଶରୀରକୁ ଗ୍ଭଟି ଖାଇବେ।
Cross references
ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।
ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ୟିଦୀଦିଯପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।
ଆଉ ସଦାପ୍ରଭୁ କହିଲେ, 'ତୁମ୍ଭର ପତ୍ନୀ ଈଷବଲରେ ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ୟିଷ୍ରିଯଲେ ନଗରର କୁକୁରମାନେ ଖାଇବେ।
ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।
ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା।