Home Bibles ଦିତୀୟ ରାଜାବଳୀ 6:3 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 6:3 · ଓଡ଼ିଆ ବାଇବେଲ

ତନ୍ମଧ୍ଯରୁ ଜଣେ କହିଲା, ବିନଯ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।

Cross references

ଯାତ୍ରା ପୁସ୍ତକ 33:15

ଏହାପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନରହେ, ତବେେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 4:8

ଏହାପରେ ବରାକ୍ ଦବୋରାଙ୍କକ୍ସ୍ଟ କହିଲେ, ମୁ ଏପରି ୟାଇ କରିବି ଯଦି ତୁମ୍ଭେ ମାେ ସହିତ ୟିବ। ଯଦି ତୁମ୍ଭେ ମାେ ସହିତ ନ ୟିବ ତବେେ ମୁ ୟିବି ନାହିଁ।

ବିଚାରକର୍ତାମାନଙ୍କ ବିବରଣ 19:6

ତେଣୁ ଲବେୀୟ ଲୋକ ଏବଂ ତାଙ୍କ ଶ୍ବଶକ୍ସ୍ଟର ଏକ ସାଙ୍ଗ ରେ ଖିଆପିଆ କଲେ। ଏହାପରେ ସହେି ୟକ୍ସ୍ଟବତୀର ପିତା ତାଙ୍କୁ କହିଲେ, ଦୟାକରି ଆଜି ରାତ୍ରି ଏହିଠା ରେ ରହିୟାଅ ଏବଂ ନିଜକକ୍ସ୍ଟ ଉପ ଭୋଗ କର। ତେଣୁ ସହେି ଲୋକଦ୍ବଯ ବସି ଭୋଜନ କଲେ।

ଦିତୀୟ ରାଜାବଳୀ 4:30

ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।

ଦିତୀୟ ରାଜାବଳୀ 5:23

ଏଥି ରେ ନାମାନ୍ କହିଲେ, ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ। ଆଉ ସେ ଗି ହଜେୀକୁ ବହୁ ଅନୁ ରୋଧ କଲେ ରୂପା ନବୋକୁ। ସେ ଦୁଇଟି ଥଳୀ ରେ ଦୁଇ ତଳାନ୍ତ ରୂପା ରହିଥିବା ନଲୋ ଏବଂ ଦୁଇ ଶହ ସାଜ ପୋଷାକ ନେଲେ। ନାମାନ ଏସବୁ ଜିନିଷଗୁଡିକୁ ଗି ହଜେୀର ଦୁଇ ୟୁବକ ସାହାୟ୍ଯକାରୀଗଣଙ୍କୁ ଦେଲେ ଏବଂ ସମାନେେ ଏହିସବୁ ଗି ହଜେୀ ଆଗକୁ ବହନ କରି ନେଲେ।

ଆୟୁବ ପୁସ୍ତକ 6:28

ଏବେ ବର୍ତ୍ତମାନ ତୁମ୍ଭେ ମାରେ ମୁହଁ ଦେଖି କୁହ ମୁଁ ତୁମ୍ଭକୁ ମିଛ କହିବି? ନା !

Interlinear

Choose Theme