Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 4:8 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 4:8 · ଓଡ଼ିଆ ବାଇବେଲ

ଏହାପରେ ବରାକ୍ ଦବୋରାଙ୍କକ୍ସ୍ଟ କହିଲେ, ମୁ ଏପରି ୟାଇ କରିବି ଯଦି ତୁମ୍ଭେ ମାେ ସହିତ ୟିବ। ଯଦି ତୁମ୍ଭେ ମାେ ସହିତ ନ ୟିବ ତବେେ ମୁ ୟିବି ନାହିଁ।

Cross references

ଯାତ୍ରା ପୁସ୍ତକ 4:10

କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।

ମାଥିଉଲିଖିତ ସୁସମାଚାର 14:30

ପିତର ଯୀଶୁଙ୍କ ଆଡକୁ ପାଣି ଉପରେ ଚାଲିକରି ଯାଉଥିବା ସମୟରେ ଜୋର୍ ରେ ପବନ ବହୁଥିଲା। ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡି ୟିବାକୁ ଲାଗିଲେ। ସେ ପାଟି କରି ଡାକିଲେ, ପ୍ରଭୁ, ମାେତେ ରକ୍ଷା କର।

Interlinear

Choose Theme