Home Bibles ଦିତୀୟ ରାଜାବଳୀ 6:2 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 6:2 · ଓଡ଼ିଆ ବାଇବେଲ

ଆମ୍ଭମାନେେ ବିନଯ କରି କହୁଅଛୁ, ଆମ୍ଭମାନେେ ୟର୍ଦ୍ଦନ ନଦୀ କୂଳକୁ ୟାଇ ପ୍ରେତ୍ୟକକ ଜଣ ଗୋଟିଏ ଗୋଟିଏ କଡିକାଠ ଆଣି ନିଜ ନିଜ ବସତିପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।

Cross references

ଯୋହନଲିଖିତ ସୁସମାଚାର 21:3

ଶିମାନେ ପିତର କହିଲେ, ମୁଁ ମାଛ ଧରିବାକୁ ଯାଉଛି। ଅନ୍ୟ ଶିଷ୍ଯମାନେ କହିଲେ, ଆମ୍ଭେ ତୁମ୍ଭ ସହିତ ୟିବୁ। ତେଣୁ ସବୁ ଶିଷ୍ଯମାନେ ଯାଇ ନେ ୗକା ରେ ବସିଲେ। ସମାନେେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରିପାରିଲେ ନାହିଁ.

ରେରିତମାନଙ୍କ କାର୍ଯ୍ୟର ବିବରଣ 18:3

ସମାନେେ ତମ୍ବୁ ବ୍ଯବସାଯୀ ଥିଲେ। ପାଉଲ ମଧ୍ଯ ସହେି ବ୍ଯୟବସାଯୀ ଥିଲେ। ତେଣୁ ସେ ମଧ୍ଯ ସମାନଙ୍କେ ସହିତ ରହି ସହେି କାମ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:34

ତୁମ୍ଭମାନେେ ଜାଣିଛ ଯେ, ମୁଁ ନିଜେ ମାରେ ଓ ମାେ ସହିତ ରହିଥିବା ଲୋକମାନଙ୍କର ଆବଶ୍ଯକତା ପୂରଣ କରିବା ପାଇଁ ନିଜ ହାତ ରେ କାର୍ୟ୍ଯ କରିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:6

ଆଉ କବଳେ ବର୍ଣ୍ଣବବା ଓ ମୁଁ ନିଜ ନିଜର ଜୀବିକା ପାଇଁ କାମ କରୁଥିବୁ ?

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:9

ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:8

ମୂଲ୍ଯ ନ ଦଇେ ଆମ୍ଭେ କାହାରି ଘ ରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭମାନେେ କାହାରି ଉପରେ ଭାର ସ୍ବରୂପ ନ ହବେୁ ବୋଲି ସର୍ବଦା କର୍ମରତ ରହୁଥିଲୁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:6

ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।

Interlinear

Choose Theme